ETV Bharat / sports

ଅନଲାଇନ ସୁଟିଂ ଚମ୍ପିଆନସିପ୍: 10ମିଟର ଏୟାର ରାଇଫଲରେ ସଞ୍ଜୀବ ରାଜପୁତଙ୍କୁ ସ୍ବର୍ଣ୍ଣ

author img

By

Published : Apr 26, 2020, 2:30 PM IST

ଅନଲାଇନ ସୁଟିଂ ଚମ୍ପିଆନସିପ ସଫଳତାର ସହ ଆଗେଇ ଚାଲିଛି । ଭାରତର 3ଜଣ ସୁଟର ସଫଳତା ହାସଲ କରିଛନ୍ତି ।

Novel online Shooting Championship keeps shooters going
ଅନଲାଇନ ସୁଟିଂ ଚମ୍ପିଆନସିପ୍: 10ମିଟର ଏୟାର ରାଇଫଲରେ ସଞ୍ଜୀବ ରାଜପୁତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । ତେବେ ଅନଲାଇନ ସୁଟିଂ ଚମ୍ପିଆନସିପ ସଫଳତାର ସହ ଆଗେଇଚାଲିଛି । ଭାରତର 3ଜଣ ସୁଟର ସଫଳତା ହାସଲ କରିଛନ୍ତି ।

ସଞ୍ଜୀବ ରାଜପୁତ 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । 2018 ଗୁଆଦାଲଜରା ବିଶ୍ବକପ ବିଜୟୀ ସାହଜର ରିଜଭି ଓ 2017 ବିଶ୍ବକପ ଫାଇନାଲ ବ୍ରୋଞ୍ଜ ବିଜେତା ଅମନପ୍ରିତ ସିଂ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଶ୍ରେଷ୍ଠ 2 ସ୍ଥାନ ମଧ୍ୟରେ ରହିଛନ୍ତି ।

ଲାଇଭ ପ୍ରତିଯୋଗିତାରେ ଚାପ ଅଧିକ ଥାଏ ବୋଲି ସ୍ବର୍ଣ୍ଣ ବିଜୟ ପରେ କହିଛନ୍ତି ସଞ୍ଜୀବ ରାଜପୁତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.