ETV Bharat / sports

ନଭେମ୍ବର ୧୩ରେ ପ୍ରମୋଦ ଭଗତଙ୍କ ସମେତ ୧୨ଜଣଙ୍କୁ ମିଳିବ 'ଖେଳରତ୍ନ' - ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ

ନଭେମ୍ବର ୧୩ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ପୁରସ୍କାର ବିଜେତା ଭାରତର ରାଷ୍ଟପ୍ରତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ । ଅଧିକ ପଢନ୍ତୁ...

Neeraj, Mithali, Chhetri among 12 to receive Khel Ratna on November 13
ନଭେମ୍ବର ୧୩ରେ ପ୍ରମୋଦ ଭଗତଙ୍କ ସମେତ ୧୨ଜଣଙ୍କୁ ମିଳିବ 'ଖେଳରତ୍ନ'
author img

By

Published : Nov 2, 2021, 10:43 PM IST

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ମଙ୍ଗଳବାର ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ଘୋଷଣା କରିଛି । ନଭେମ୍ବର ୧୩ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ପୁରସ୍କାର ବିଜେତା ଭାରତର ରାଷ୍ଟପ୍ରତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବେ ।

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆୱାର୍ଡ ମୋ ୧୨ଜଣ କ୍ରୀଡାବିତଙ୍କୁ ମିଳିବାକୁ ଯାଉଛି । ନୀରଜ ଚୋପ୍ରା(ଆଥଲେଟିକ୍‌ସ), ରବି କୁମାର(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ଲେଖାରା(ପାରା ସୁଟିଂ), ସୁମିତ ଅଣ୍ଟିଲ(ପାରା ଆଥଲେଟିକ୍‌ସ), ପ୍ରମୋଦ ଭଗତ(ପାରା ବ୍ୟାଡମିଣ୍ଟନ), କୃଷ୍ଣା ନାଗର(ପାରା ବ୍ୟାଡ୍‌ମିଣ୍ଟନ), ମନୀଷ ନରୱାଲ(ପାରା ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ) ଓ ମନପ୍ରୀତ ସିଂହ(ହକି) ।

ପିଆର ଶ୍ରୀଜେଶ ଓ ମନପ୍ରୀତଙ୍କ ବ୍ୟତୀତ, ଟୋକିଓ ୨୦୨୦ ଅଲମ୍ପିକ୍‌ରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମର ସମସ୍ତ ସଦସ୍ୟଙ୍କୁ ଅର୍ଜୁନ ଆୱାର୍ଡ ମିଳିବ ।

ଅର୍ଜୁନ ଆୱାର୍ଡ ଗ୍ରହଣ କରିବାକୁ ଯାଉଥିବା ଖେଳାଳିଙ୍କ ସଂପୂର୍ଣ୍ଣ ସୂଚୀ:

  • ଅରପିନ୍ଦର ସିଂହ, ସିମ୍ରନଜିତ କୌର, ଶିଖର ଧାୱନ, ଭବାନୀ ଦେବୀ, ମୋନିକା, ବନ୍ଦନା କାଟାରିୟା, ସନ୍ଦୀପ ନରୱାଲ, ବିମାନୀ ଉତ୍ତମ ପରାବ, ଅଭିଶେକ ବର୍ମା, ଅଙ୍କିତା ରାଇନା, ଦୀପକ ପୁନିଆ, ଦୀଲପ୍ରୀତ ସିଂହ, ହରମନପ୍ରୀତ ସିଂହ, ରୁପିନ୍ଦର ପାଲ୍‌ ସିଂହ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ସୁମିତ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଗୁରଜନ୍ତ ସିଂହ, ମନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାର, ସିମ୍ରନଜିତ ସିଂହ, ଯୋଗେଶ କାଥୁନିଆ, ନିସାଦ କୁମାର, ପ୍ରବୀଣ କୁମାର, ସୁହାସୟାଥିରାଜ, ସିଂହରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ ଓ ସରଦ କୁମାର ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ଲାଇଫ ଟାଇମ୍‌ ବର୍ଗରେ)

  • ଟି.ପି. ଉସେପ, ସରକାର ତଲୱାର, ସରପଲ ସିଂହ, ଅସନ କୁମାର ଓ ତପନ କୁମାର ପାଣିଗ୍ରାହୀଙ୍କୁ ମିଳିବ ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ (ରେଗୁଲାର ବର୍ଗରେ)

  • ରାଧାକ୍ରୀଷ୍ଣନ ନାୟର ପି, ସନ୍ଧ୍ୟା ଗୁରଙ୍ଗ, ପ୍ରିତମ ସିୱାଚ, ଜୟ ପ୍ରକାଶ ନାୟୁତିଆଲ ଓ ଶୁବ୍ରମନିୟମ ରମଣଙ୍କୁ ମିଳିବ ।

ଧ୍ୟାନଚାନ୍ଦ ଆୱାର୍ଡ ଲାଇଫ ଆଚିଭମେଣ୍ଟ:

  • ଲେଖା କେସି, ଅଭିଜିତ କୁଣ୍ଟେ, ଦବିନ୍ଦର ସିଂହ ଗର୍ଚା, ବିକାଶ କୁମାର ଓ ସାଜନ ସିଂହଙ୍କୁ ମିଳିବ ।

ପଞ୍ଜାବ ୟୁନିଭରସିଟି (ଚଣ୍ଡିଗଡ)କୁ ମୌଲାନା ଆବୁଲ କଲାମ ଆଜାଦ(MAKA) ଟ୍ରଫି ୨୦୨୧ ବର୍ଷ ପାଇଁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.