ETV Bharat / sports

କ୍ରୀଡାରେ କୋରୋନା କଣ୍ଟା: ବାସ୍କେଟ ବଲ୍‌ ଆଗାମୀ ସିଜନ ବାତିଲ - positive for COVID-19

ଜଣେ ବାସ୍କେଟବଲ ଖେଳାଳି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ(NCA) ଏହାର ଆଗାମୀ ସିଜନକୁ ବାତିଲ କରିଛି । ଅଧିକ ପଢନ୍ତୁ...

କ୍ରୀଡାରେ କୋରୋନା କଣ୍ଟା
ବାସ୍କେଟ ବଲ୍‌ ଆଗାମୀ ସିଜନ ବାତିଲ
author img

By

Published : Mar 12, 2020, 4:27 PM IST

ନ୍ୟୁୟର୍କ: କ୍ରିକେଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ରୀଡା ଇଭେଣ୍ଟରେ କଣ୍ଟା ସାଜିଛି ମହାମାରୀ କୋରୋନା । ପୂର୍ବରୁ ଏକାଧିକ କ୍ରୀଡା ଇଭେଣ୍ଟ ଏହି ଭାଇରସ ଭୟ ଯୋଗୁଁ ପ୍ରଭାବିତ ହୋଇଛି । ସଦ୍ୟ ସୂଚନା ଅନୁଯାୟୀ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ(NCA) ଏହାର ଆଗାମୀ ସିଜନକୁ ବାତିଲ କରିଛି ।

NBA games suspended
କ୍ରୀଡାରେ କୋରୋନା କଣ୍ଟା

ଜଣେ ବାସ୍କେଟବଲ ଖେଳାଳି COVID-19 ପ୍ରାଥମିକ ପରୀକ୍ଷାରେ ପଜିଟିଭି ଥିବା ଜଣାପଡିଛି ।

ଫଳରେ ପୁରା ସିଜନିକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ନ୍ୟାସନାଲ ବାସ୍କେଟବଲ ଆସୋସିଏସନ । ଅନ୍ୟପଟେ ବୁଧବାର ହେବାକୁ ଥିବା ଏକ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.