ETV Bharat / sports

ଜାତୀୟ ଟେବୁଲ ଟେନିସ ଚମ୍ପିଆନସିପ: ସ୍ବର୍ଣ୍ଣ ଜିତିଲେ ହରମିତ - Harmeet Desai clinches maiden title

81ତମ ଜାତୀୟ ଟେବୁଲ ଟେନିସ ଚମ୍ପିଆନସିପରେ ଯୁବ ଖେଳାଳି ହରମିତ ଦେଶାଇଙ୍କ କମାଲ । ପୁରୁଷ ଏକକ ବର୍ଗର ଫାଇନାଲରେ ଅନ୍ୟତମ ଯୁବ ପ୍ୟାଡଲର ମାନଭ ଥାକରଙ୍କୁ 4-3ରେ ହରାଇଛନ୍ତି ହରମିତ ।

National Table Tennis Championship
ଜାତୀୟ ଟେବୁଲ ଟେନିସ ଚମ୍ପିଆସିପ
author img

By

Published : Feb 3, 2020, 12:49 PM IST

ହାଇଦ୍ରାବାଦ: 81ତମ ଜାତୀୟ ଟେବୁଲ ଟେନିସ ଚମ୍ପିଆନସିପରେ ଯୁବ ଖେଳାଳି ହରମିତ ଦେଶାଇଙ୍କ କମାଲ । ପୁରୁଷ ଏକକ ବର୍ଗର ଫାଇନାଲରେ ଅନ୍ୟତମ ଯୁବ ପ୍ୟାଡଲର ମାନଭ ଥାକରଙ୍କୁ 4-3ରେ ହରାଇଛନ୍ତି ହରମିତ । ଏଥିସହିତ ପ୍ରଥମଥର ଜାତୀୟ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

National Table Tennis Championship
ହମମିତ ଦେଶାଇ
National Table Tennis Championship
ମ୍ୟାଚ ଫଳାଫଳ
National Table Tennis Championship
ସୁତୀର୍ଥ ମୁଖାର୍ଜୀ

ହରିୟାଣାର ସୁତୀର୍ଥ ମୁଖାର୍ଜୀ ଦ୍ବିତୀୟ ଥର ପାଇଁ ଜାତୀୟ ଚମ୍ପିଆନ ଟାଇଟେଲ ହାସଲ କରିଛନ୍ତି । 3 ଥରର ଚମ୍ପିଆନ ରହିଥିବା ପିଏପିବିର କ୍ରିତ୍ତିକା ରୟଙ୍କୁ ମହିଳା ଏକକ ବର୍ଗରେ ହରାଇଛନ୍ତି ସୁତୀର୍ଥ । ଏଥିସହିତ ମହିଳା ଯୁଗଳ ବର୍ଗରେ ସ୍ବର୍ଣ୍ଣ ଓ ମିଳିତ ଇଭେଣ୍ଟରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି ସୁତୀର୍ଥ । ସେ 2013 ଜାତୀୟ ଚମ୍ପିଆନସିପ ଫାଇନାଲରେ ପହଞ୍ଚିଥିଲେ । ଏହାପରେ 2017ରେ ପ୍ରଥମ ଟାଇଟେଲ ବିଜୟୀ ହୋଇଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.