ନୂଆଦିଲ୍ଲୀ: ଚଳିତ ISSF ପ୍ରେସିଡେଣ୍ଟ୍ କପ୍ ରାଇଫଲ/ପିସ୍ତଲ ପ୍ରତିଯୋଗିତାରେ ଭାରତୀୟ ମହିଳା ପିସ୍ତଲ ଷ୍ଟାର ମନୁ ଭାକରଙ୍କ ଦମଦାର ପ୍ରଦର୍ଶନ । ଇରାନର ଅଲମ୍ପିକ ଚମ୍ପିଆନ ଜାଭେଦ ଫୋରୌଘିଙ୍କ ସହିତ ମନୁ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।
-
🇮🇳's @realmanubhaker with partner Javad Foroughi 🇮🇷 win GOLD 🥇 in the 10m Air Pistol Mixed Team Event
— SAI Media (@Media_SAI) November 6, 2021 " class="align-text-top noRightClick twitterSection" data="
Score: (New Format)
Qual. 582-19x
Semi. 31
Final 16
With this, Manu wins India's first medal at the ongoing @ISSF_Shooting President's Cup 2021
Many congratulations 👏 pic.twitter.com/xvE5zkKj14
">🇮🇳's @realmanubhaker with partner Javad Foroughi 🇮🇷 win GOLD 🥇 in the 10m Air Pistol Mixed Team Event
— SAI Media (@Media_SAI) November 6, 2021
Score: (New Format)
Qual. 582-19x
Semi. 31
Final 16
With this, Manu wins India's first medal at the ongoing @ISSF_Shooting President's Cup 2021
Many congratulations 👏 pic.twitter.com/xvE5zkKj14🇮🇳's @realmanubhaker with partner Javad Foroughi 🇮🇷 win GOLD 🥇 in the 10m Air Pistol Mixed Team Event
— SAI Media (@Media_SAI) November 6, 2021
Score: (New Format)
Qual. 582-19x
Semi. 31
Final 16
With this, Manu wins India's first medal at the ongoing @ISSF_Shooting President's Cup 2021
Many congratulations 👏 pic.twitter.com/xvE5zkKj14
ଭାରତୀୟ-ଇରାନିଆନ ଯୋଡି ସ୍ବର୍ଣ୍ଣ ପଦକ ମ୍ୟାଚ୍ରେ ଫ୍ରେଞ୍ଚ୍-ରଷିଆନ ଯୋଡି ମାଥିଲଡେ ଲାମୋଲେ ଓ ଅର୍ଟମ ଚେର୍ନୌସଭଙ୍କୁ ୧୬-୮ରେ ହରାଇଛନ୍ତି । ମନୁ ଓ ଜାଭେଦ ମିଳିତ ଭାବେ ୫୮୨/୬୦୦ ପଏଣ୍ଟ ସହ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲେ ।
ପରେ ଶ୍ରେଷ୍ଠ ୪ ପର୍ଯ୍ୟାୟରେ ପ୍ରଥମ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଥିଲେ । ଅନ୍ୟପଟେ ଲୋମଲେ ଓ ଅର୍ଟମ ଦ୍ବିତୀୟ ସେମିଫାଇନାଲରେ ବିଜୟ ସହ ଫାଇନାଲରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ