ପୁନେ(ମହାରାଷ୍ଟ୍ର): ଚଳିତ ମହାରାଷ୍ଟ୍ର ଓପନରେ(Maharashtra Open) ରୋହନ ବୋପାନ୍ନା ଓ ରାମକୁମାର ରାମାନାଥନଙ୍କ ବିଜୟୀ ପ୍ରଦର୍ଶନ ଜାରି । ଗୁରୁବାର ବାଲେୱାଡି ଷ୍ଟାଡିୟମରେ ଖେଳାଯାଇଥିବା ମହାରାଷ୍ଟ୍ର ଓପନ ୨୦୨୨ର କ୍ବାର୍ଟର-ଫାଇନାଲ ମ୍ୟାଚ୍ରେ ଦମଦାର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବୋପାନ୍ନା ଓ ରାମାନାଥନ ।
-
Team #RamBo are through to the Semifinals! 🔥@ramkumar1994 and @rohanbopanna come through in two tie-breaks against Alexander Erler and Jiri Vesely. #AdvantagePune #ATPTour #ATP #Tennis | @msltatennis @tatacompanies @atptour pic.twitter.com/XLSX44kf3d
— Tata Open Maharashtra (@MaharashtraOpen) February 3, 2022 " class="align-text-top noRightClick twitterSection" data="
">Team #RamBo are through to the Semifinals! 🔥@ramkumar1994 and @rohanbopanna come through in two tie-breaks against Alexander Erler and Jiri Vesely. #AdvantagePune #ATPTour #ATP #Tennis | @msltatennis @tatacompanies @atptour pic.twitter.com/XLSX44kf3d
— Tata Open Maharashtra (@MaharashtraOpen) February 3, 2022Team #RamBo are through to the Semifinals! 🔥@ramkumar1994 and @rohanbopanna come through in two tie-breaks against Alexander Erler and Jiri Vesely. #AdvantagePune #ATPTour #ATP #Tennis | @msltatennis @tatacompanies @atptour pic.twitter.com/XLSX44kf3d
— Tata Open Maharashtra (@MaharashtraOpen) February 3, 2022
ଏହାମଧ୍ୟ ପଢନ୍ତୁ: India vs Sri lanka: ବେଙ୍ଗାଲୁରୁରେ ଖେଳାଯିବ ପିଙ୍କ୍ ବଲ୍ ଟେଷ୍ଟ
ଅଷ୍ଟ୍ରିଆନ ଯୋଡି ଆଲେକଜାଣ୍ଡର ଇର୍ଲର ଓ ଜିରି ଭେସଲିଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୭-୬(୭-୩), ୭-୬(୭-୪) ସେଟ୍ରେ ହରାଇଛନ୍ତି ଷ୍ଟାର ଭାରତୀୟ ଟେନିସ ଯୋଡି । ବୋପାନ୍ନା ଓ ରାମକୁମାର ଯୋଡିଙ୍କ ପାଇଁ ଏକାଠି ଖେଳିବାରେ ଏହି ଟୁର୍ନାମେଣ୍ଟ ଦ୍ବିତୀୟ । ଦକ୍ଷିଣ ଏସିଆର ଏକମାତ୍ର ATP 250 ଟୁର୍ନାମେଣ୍ଟ ଚତୁର୍ଥ ସଂସ୍କରଣ ଆୟୋଜନ କରୁଛି ମହାରାଷ୍ଟ୍ର ଷ୍ଟେଟ୍ ଲନ୍ ଟେନିସ ଆସୋସିଏସନ ।
ଅନ୍ୟଏକ ଭାରତୀୟ ଯୋଡି ଏନ ଶ୍ରୀରାମ ବାଲାଜି ଓ ବିଷ୍ଣୁ ବର୍ଦ୍ଧନ ମଧ୍ୟ ସେମିଫାଇନାଲରେ ନଜର ଆସିବେ । ଆହତ କାରଣରୁ ତାଙ୍କର ପ୍ରତିନ୍ଦ୍ବନ୍ଦ୍ବୀ ଶେଷ ୮ ମ୍ୟାଚ୍ରୁ ଓହରିଯିବାପରେ ଭାରତୀୟ ଯୋଡି ସେମିକୁ ଉନ୍ନୀତ ହୋଇଛନ୍ତି ।
ANI