ETV Bharat / sports

CWG 2022: ବ୍ୟାଡମିଣ୍ଟନ ଇଭେଣ୍ଟ୍‌ରେ 2ୟ ସ୍ୱର୍ଣ୍ଣ ପଦକ ଜିତିଲେ ଲକ୍ଷ୍ୟ ସେନ୍‌ - ସ୍ବର୍ଣ୍ଣ ପଦକ ଜିତିଲେ ଲକ୍ଷ୍ୟ ସେନ୍‌

ମାଲେସିଆର ଜେ ୟଙ୍ଗ୍‌ଙ୍କୁ ସେ ତିନୋଟି ସେଟ୍‌ରେ ପରାଜିତ କରି ସ୍ବର୍ଣ୍ଣ ପଦକ ହାସଲ କଲେ ଲକ୍ଷ୍ୟ ସେନ୍‌ । ବ୍ୟାଡମିଣ୍ଟନ ଇଭେଣ୍ଟ୍‌ରେ ଭାରତର ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ । ଅଧିକ ପଢ଼ନ୍ତୁ

CWG 2022: ବ୍ୟାଡମିଣ୍ଟନ ଇଭେଣ୍ଟ୍‌ରେ ଭାରତର ଦ୍ବିତୀୟ ସ୍ବର୍ଣ୍ଣ ପଦକ, ଜିତିଲେ ଲକ୍ଷ୍ୟ ସେନ୍‌

author img

By

Published : Aug 8, 2022, 5:03 PM IST

ବର୍ମିଂହାମ: ବ୍ୟାଡମିଣ୍ଟନ ଇଭେଣ୍ଟ୍‌ର ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଯୁବ ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ । ମାଲେସିଆର ଜେ ୟଙ୍ଗ୍‌ଙ୍କୁ ସେ ତିନୋଟି ସେଟ୍‌ରେ ପରାଜିତ କରିଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନ ଇଭେଣ୍ଟ୍‌ରେ ଭାରତର ଏହା ଦ୍ବିତୀୟ ସ୍ବର୍ଣ୍ଣ ପଦକ ।

ଜେ ୟଙ୍ଗ୍‌ଙ୍କଠାରୁ ପ୍ରଥମ ସେଟ୍‌ରେ ୧୯-୨୧ ପଏଣ୍ଟରେ ପରାଜିତ ହୋଇଥିଲେ ଲକ୍ଷ୍ୟ ସେନ୍‌ । ଏହାପରେ ସେ କମ୍‌ବ୍ୟାକ୍‌ କରି ଲଗାତାର ଦୁଇଟି ସେଟ୍‌ରେ ବିଜୟ ହାସଲ କରିଛନ୍ତି । ଦ୍ବିତୀୟ ସେଟ୍‌ରେ ୨୧-୯ ପଏଣ୍ଟ୍‌ରେ ଲକ୍ଷ୍ୟ ବିଜୟ ହାସଲ କରିଥିବା ବେଳେ ତୃତୀୟ ସେଟ୍‌ରେ ୨୧-୧୬ ପଏଣ୍ଟ୍‌ରେ ବିଜୟ ହାସଲ କରିଥିଲେ ।

ଭାରତର ମୋଟ ମେଡାଲ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ବର୍ତ୍ତମାନ ସୁଦ୍ଧା ୨୦ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଓ ୨୨ଟି କାଂସ୍ୟ ପଦକ ହାସଲ କରି ସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.