ମୁମ୍ବାଇ: ମହାରାଷ୍ଟ୍ରର ଅଲ୍ଟ୍ରା ସାଇକେଲଷ୍ଟି କବୀର ରାଚୁର ଇତିହାସ ରଚିଛନ୍ତି । ରବିବାର ରେସ ଆକ୍ରୋସ ଆମେରିକା (Race Across America)ରେ ତାଙ୍କ ବର୍ଗରେ ପୋଡିୟମରେ ସ୍ଥାନ ହାସଲ କରିଛନ୍ତି । ଦୁନିଆର ସବଠୁ କଠିନ ସାଇକେଲ ଚାଳନା ରେସ କୁହାଯାଉଥିବା ରେମରେ ଉପଲବ୍ଧି ହାସଲ କରିବାରେ କବୀର ପ୍ରଥମ ଭାରତୀୟ ।
-
12 days
— Ultrahuman 👀 (@UltrahumanHQ) June 26, 2022 " class="align-text-top noRightClick twitterSection" data="
3000 miles
Race Across America (RAAM) is considered one of the toughest ultra-distance road cycling race in the world!
Ultrahuman athlete Kabir Rachure didn't just finish the race in 11 days but also secured 3rd place in the solo category! 🇮🇳🥳
Let's go! 🚀 pic.twitter.com/sjeldE2j5P
">12 days
— Ultrahuman 👀 (@UltrahumanHQ) June 26, 2022

Let's go! 🚀 pic.twitter.com/sjeldE2j5P12 days
— Ultrahuman 👀 (@UltrahumanHQ) June 26, 2022
3000 miles
Race Across America (RAAM) is considered one of the toughest ultra-distance road cycling race in the world!
Ultrahuman athlete Kabir Rachure didn't just finish the race in 11 days but also secured 3rd place in the solo category! 🇮🇳🥳
Let's go! 🚀 pic.twitter.com/sjeldE2j5P
କବୀର ପେଶାରେ ଜଣେ ଆଇନଜୀବୀ । ମୁମ୍ବାଇ ଉଚ୍ଚ ନ୍ୟାୟଳୟରେ ଓକିଲାତି କରୁଥିବା କବୀର ପୁରୁଷ ବର୍ଗ ଅଣ୍ଡର-50ର ତୃତୀୟ ସ୍ଥାନରେ ରହିଛନ୍ତି । ତାଲିକା ଅନୁସାରେ ସେ 11 ଦିନ 11 ଘଣ୍ଟା 25 ମିନିଟରେ 3038ମାଇଲ ଦୂର ଅତିକ୍ରମ କରିଛନ୍ତି । ଏହି ରେସରେ ଘଣ୍ଟା ଲଗାତାର ଚାଲିଥାଏ । ପ୍ରତିଭାଙ୍କୁ ଆମେରିକାର ପଶ୍ଚିମ ତଟରୁ ପୂର୍ବ ତଟକୁ ପହଞ୍ଚିବା ପାଇଁ 12 ଦିନରୁ କମ ଦିନରେ ପୂରଣ କରିବାକୁ ପଡିଥାଏ । ଏହି ସମୟରେ ଶୋଇବା, ଖାଦ୍ୟ ପରି ସମସ୍ତ ଆବଶ୍ୟକତା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିଥାଏ । ଏକକ ବର୍ଗରେ ଅଷ୍ଟ୍ରେଲିଆର ଆଲାନ ଜୋଫେରସନ ଯିଏକି 10 ଦିନରେ ଏହି ରେସ ଶେଷ କରିଛନ୍ତି ।