ETV Bharat / sports

ISSF ସୁଟିଂ ବିଶ୍ବକପ: କୋରୋନା ଭାଇରସ ପାଇଁ ଚୀନ ବାଦ୍‌

author img

By

Published : Feb 26, 2020, 11:57 PM IST

ସୁଟିଂ ବିଶ୍ବକପରୁ ଚୀନ ସମେତ 6 ଦେଶ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

issf-shooting-world-cup-six-countries-including-china-pull-out-of-the-event
ISSF ଶୁଟିଂ ବିଶ୍ବକପ: କୋରୋନା ଭାଇରସ ପାଇଁ ଚୀନ ବାଦ୍‌

ନୂଆଦିଲ୍ଲୀ: ଆସନ୍ତା ମାସଠାରୁ ଆରମ୍ଭ ହେବାକୁ ଥିବା ସୁଟିଂ ବିଶ୍ବକପରୁ ଚୀନ ସମେତ 6 ଦେଶ ଓହରି ଯିବାକୁ ନିଷ୍ପତ୍ତି ନେଇଥିବାଛନ୍ତି । ଏନେଇ ନ୍ୟାସନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ସ୍ଥାନୀୟ କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ମାର୍ଚ୍ଚ 15ରୁ 26 ତାରିଖ ପର୍ଯ୍ୟନ୍ତ ହେବ ।

ଏନଆରଏଆଇ ସଭାପତି ରନିନ୍ଦର ସିଂହ କହିଛନ୍ତି, ଏହି ଦେଶମାନେ ଭାରତକୁ ବିଶ୍ବକପ ଖେଳିବାକୁ ଆସିଥାନ୍ତେ । ମାତ୍ର କରୋନା ଭାଇରସ୍ ଭୟରେ ସେମାନେ ନିଜର ଜାତୀୟ ନୀତି ଅନୁଯାୟୀ ଏଭଳି ଦେଶ ଛାଡି ପାରିନାହାନ୍ତି । ଏହି କ୍ଷେତ୍ରରେ ଚାଇନା ସଠିକ୍ ନିଷ୍ପତ୍ତି ନେଇଛି। ଅନ୍ୟ ଲୋକଙ୍କୁ ଯେପରି ଏହି ଭାଇରସ୍ ସଂକ୍ରମିତ ନହୁଏ, ତାକୁ ଦୃଷ୍ଟିରେ ରଖି ଚୀନ ଭାରତ ଆସିବାକୁ ମନା କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.