ETV Bharat / sports

Shooting World Cup: ଐଶର୍ଯ୍ୟ ପ୍ରତାପ ସିଂ ତୋମାରଙ୍କୁ ସ୍ବର୍ଣ୍ଣ

author img

By

Published : Jul 16, 2022, 4:40 PM IST

ISSF ରାଇଫଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଆଜି (ଶନିବାର) ଖେଳାଯାଇଥିବା ମ୍ୟାଚରେ ଭାରତର ଯୁବ ଖେଳାଳି ତଥା ସୁଟର ଐଶର୍ଯ୍ୟ ପ୍ରତାପ ସିଂ ତୋମାର ରାଇଫଲ ପୁରୁଷ ବିଭାଗରେ ୫୦ ମିଟିର ବିଶିଷ୍ଟ ସ୍ପର୍ଦ୍ଧାରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ISSF Shooting World Cup 2022 : ଏୌଶର୍ଯ୍ୟ ପ୍ରତାପ ସିଂ ତୋମାରଙ୍କୁ ସ୍ବର୍ଣ୍ଣ

ହାଇଦ୍ରାବାଦ: ଆଇଏସଏସଏଫ ରାଇଫଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଆଜି (ଶନିବାର) ଖେଳାଯାଇଥିବା ମ୍ୟାଚରେ ଭାରତର ଯୁବ ଖେଳାଳି ତଥା ସୁଟର ଐଶର୍ଯ୍ୟ ପ୍ରତାପ ସିଂ ତୋମାର ଆଇଏସଏସଏଫ (ISSF Shooting World Cup) ରାଇଫଲ ପୁରୁଷ ବିଭାଗରେ ୫୦ ମିଟିର ବିଶିଷ୍ଟ ସ୍ପର୍ଦ୍ଧାରେ ଜିତି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରତାପ ସିଂ ତୋମାର ହଙ୍ଗେରୀର ଜାଲାନ ପେକ୍ଲରକୁ ୧୬-୧୨ ପଏଣ୍ଟରେ ପରାସ୍ତ କରି ପୋଡିୟମର ଶୀର୍ଷ ସ୍ଥାନରେ ନିଜର ପ୍ରଦର୍ଶନକୁ ଜାରି ରଖିଥିଲେ ।

  • GOLD for 🇮🇳

    Tokyo Olympian Aishwary Pratap Singh Tomar wins 🥇at the @ISSF_Shooting 2022 World Cup, Changwon

    Tomar defeated 🇭🇺's Zalan Peklar 16-12 to clinch the 🥇 he also finished at the top position in Qualification round with a score of 593

    Many congratulations Champ!! pic.twitter.com/e7MkxtOTM6

    — SAI Media (@Media_SAI) July 16, 2022 " class="align-text-top noRightClick twitterSection" data=" ">

ଏହା ସହିତ ସେ କ୍ବାଲିଫିକେସନ ରାଉଣ୍ଡରେ ମଧ୍ୟ ୫୯୩ ସ୍କୋର କରି ଶୀର୍ଷ ସ୍ଥାନରେ ରହିଥିଲେ । ସେହିପରି ରାଇଫଲ ଇଭେଣ୍ଟରେ ଅନ୍ୟ ଭାରତୀୟ ଖେଳାଳି ଚୈନ ସିଂହ ମଧ୍ୟ ଫାଇନାଲ ମ୍ୟାଚ୍‌ରେ ନିଜର ସ୍ଥାନ ପକ୍କା କରିଥିଲେ । ହେଲେ ଏହି ଖେଳର ଦିନଟି ପ୍ରତାପ ସିଂ ତୋମାରଙ୍କ ପାଇଁ ରହିଥିଲା । ଯିଏକି ପୁରୁଷ ବିଭାଗର ୫୦ ମିଟର ରାଇଫଲ ୩ ପୋଜିସନସରେ ୬୦୦ ପଏଣ୍ଟରୁ ୫୯୩ ସ୍କୋର ହାସଲ କରିବାରେ ସଫଳ ହୋଇଥିଲେ ।

ତାଙ୍କର ପ୍ରଥମ ରାଉଣ୍ଡରେ ଦମଦାର ପ୍ରଦର୍ଶନ ରହିଥିଲା । ସେହିପରି ଚୈନ ସିଂହ ଏହି ରାଇଫଲ ସ୍ପର୍ଦ୍ଧାରେ ୫୮୬ ସ୍କୋର ସପ୍ତମ ସ୍ଥାନରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.