ETV Bharat / sports

କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ 2028 ଅଲମ୍ପିକ ଲକ୍ଷ୍ୟକୁ ଆଇଓଏ ସଭାପତିଙ୍କ ସମର୍ଥନ - କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ

2028 ଅଲମ୍ପିକ୍ସରେ ଶ୍ରେଷ୍ଠ 10ପଦକ ବିଜେତା ଦେଶ ମଧ୍ୟରେ ସ୍ଥାନ ପାଇବାକୁ ଭାରତର ଲକ୍ଷ୍ୟ ରହିଥିବା କହିଛନ୍ତି, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । କ୍ରୀଡାମନ୍ତ୍ରୀଙ୍କ ଏହି କଥାକୁ ସମର୍ଥନ କରିଛନ୍ତି ଭାରତୀୟ ଅଲମ୍ପିକ ଅସୋସିଏସନର ସଭାପତି ନରିନ୍ଦର ବାତ୍ରା ।

IOA chief support Rijiju's target to be among 10 in 2028 olympics
କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ 2028 ଅଲମ୍ପିକ ଲକ୍ଷ୍ୟକୁ ଆଇଓଏ ସଭାପତିଙ୍କ ସମର୍ଥନ
author img

By

Published : Apr 19, 2020, 2:01 PM IST

ନୂଆଦିଲ୍ଲୀ: 2028 ଅଲମ୍ପିକ୍ସରେ ଶ୍ରେଷ୍ଠ 10ପଦକ ବିଜେତା ଦେଶ ମଧ୍ୟରେ ସ୍ଥାନ ପାଇବାକୁ ଭାରତର ଲକ୍ଷ୍ୟ ରହିଥିବା କହିଛନ୍ତି, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । କ୍ରୀଡାମନ୍ତ୍ରୀଙ୍କ ଏହି କଥାକୁ ସମର୍ଥନ କରିଛନ୍ତି ଭାରତୀୟ ଅଲମ୍ପିକ ଅସୋସିଏସନର ସଭାପତି ନରିନ୍ଦର ବାତ୍ରା ।

ଏଥିସହିତ ଏହି ଲକ୍ଷ୍ୟକୁ ହାସଲ ପାଇଁ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି ନରିନ୍ଦର ବାତ୍ରା ।

ଅଲମ୍ପିକରେ ସଫଳ ପ୍ରଦର୍ଶନ ଲକ୍ଷ୍ୟନେଇ ଦେଶରେ ସମସ୍ତ ପ୍ରକାର କ୍ରୀଡାର ବ୍ୟାପକ ଉନ୍ନତି ପାଇଁ କ୍ରୀଡାମନ୍ତ୍ରଣାଳୟ ଓ ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ(NSF) କାର୍ଯ୍ୟ କରୁଥିବା କ୍ରୀଡାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଥିସହିତ କ୍ରୀଡାର ବିକାଶ ପାଇଁ ଏନଏସଏଫର ସମସ୍ତ କାର୍ଯ୍ୟକ୍ରମରେ ସରକାର ସମସ୍ତ ସହଯୋଗ କରିବେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.