ETV Bharat / sports

ରାକେଶ କୁମାରଙ୍କ ପ୍ରେରଣାଦାୟୀ କାହାଣୀ: ଆତ୍ମହତ୍ୟା ଉଦ୍ୟମରୁ ଅଲମ୍ପିକ ଯୋଗ୍ୟତା

ଭାରତୀୟ ପାରା-ତୀରନ୍ଦାଜ ରାକେଶ କୁମାର, ଦୁବାଇରେ ଖେଳାଯାଉଥିବା ଫାଜା ୱାର୍ଲ୍ଡ ରାକିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ...

Inspiring journey of Rakesh Kumar: From suicide attempts to winning gold medals and qualifying to Olympics
ରାକେଶ କୁମାରଙ୍କ ପ୍ରେରଣାଦାୟୀ କାହାଣୀ: ଆତ୍ମହତ୍ୟା ଉଦ୍ୟମରୁ ଅଲମ୍ପିକ ଯୋଗ୍ୟତା ଅର୍ଜନ
author img

By

Published : Feb 28, 2021, 9:40 PM IST

ହାଇଦ୍ରାବାଦ: ଭାରତୀୟ ପାରା-ତୀରନ୍ଦାଜ ରାକେଶ କୁମାର, ଦୁବାଇରେ ଖେଳାଯାଉଥିବା ଫାଜା ୱାର୍ଲ୍ଡ ରାକିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଜମ୍ମୁର ଏହି ଖେଳାଳିଙ୍କ କାହାଣୀ ଅତ୍ୟନ୍ତ ସଂଘର୍ଷମୟ ଓ ପ୍ରେରଣାଦାୟୀ ।

Inspiring journey of Rakesh Kumar: From suicide attempts to winning gold medals and qualifying to Olympics
ଫାଜା ୱାର୍ଲ୍ଡ ରାକିଂ ଟୁର୍ଣ୍ଣାମେଣ୍ଟ

ବର୍ଷ 2017ରେ ସେ ତୀରନ୍ଦାଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ରାସ୍ତା କଡରେ ଏକ ଦୋକାନ ଚଳାଉଥିଲେ । ବର୍ଷ 2009ରେ ଏକ ବଡ ଦୁର୍ଘଟଣାର ଶିକାର ହେବାପରେ, ହ୍ବିଲ ଚେୟାର ସାହାରା ପାଲଟିଥିଲା। ଏହାପରେ ଭାଗ୍ୟକୁ ଦୋଷଦେଇ ସେ 3ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ।

Inspiring journey of Rakesh Kumar: From suicide attempts to winning gold medals and qualifying to Olympics
ରାକେଶ କୁମାରଙ୍କ ପ୍ରେରଣାଦାୟୀ କାହାଣୀ: ଆତ୍ମହତ୍ୟା ଉଦ୍ୟମରୁ ଅଲମ୍ପିକ ଯୋଗ୍ୟତା ଅର୍ଜନ

ମାତ୍ର ସମସ୍ତ କଠିନ ସମୟକୁ ପାର କରି ଏହି ଖେଳାଳି ଏବେ ନିଜର ଖେଳ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ତୀରନ୍ଦାଜ କ୍ୟାରିୟରରେ ଭିନ୍ନଭିନ୍ନ ପ୍ରତିଯୋଗୀତାରେ ଏଯାବତ 3ଟି ସ୍ବର୍ଣ୍ଣ ଜିତିସାରିଛନ୍ତି ରାକେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.