ETV Bharat / sports

ବିଶ୍ବ କୁସ୍ତି ଚମ୍ପିଆନସିପ: ଫାଇନାଲରେ ଦୀପକ ପୁନିଆ

ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାରତୀୟ ଯୁବ କୁସ୍ତିଯୋଦ୍ଧା ଦୀପକ ପୁନିଆ 86 କିଲୋଗ୍ରାମ ବର୍ଗରେ ଫାଇନାଲରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: twitter@Media_SAI
author img

By

Published : Sep 21, 2019, 6:44 PM IST

ହାଇଦ୍ରାବାଦ: ବିଶ୍ବ କୁସ୍ତି ଚମ୍ପିଆନସିପରେ ଭାରତୀୟ ଯୁବ କୁସ୍ତିଯୋଦ୍ଧା ଦୀପକ ପୁନିଆଙ୍କ ବିଜୟ ଯାତ୍ରା ଜାରି ରହିଛି । ସେମିଫାଇନାଲ ମୁକାବିଲାରେ ଦୀପକ, ଷ୍ଟିଫେନ ରୈଚମୁଥଙ୍କୁ 8-2 ପଏଣ୍ଟରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ 86 କେଜି ବର୍ଗରେ ଦୀପକ ପୁନିଆ ଦମଦାର ପ୍ରଦର୍ଶନ କରୁଛନ୍ତି ।

Deepak Punia reached final
ଫଟୋ ସୌଜନ୍ୟ: twitter@RijijuOffice

ଦୀପକ କ୍ବାଟର ଫାଇନାଲରେ କଲୋମ୍ବିଆର କାର୍ଲୋସ ଇଜକ୍ବାରଡୋଙ୍କୁ 7-6 ଓ 3-6 ପଏଣ୍ଟରେ ହରାଇ ସେମିରେ ପ୍ରବେଶ କରିଥିଲେ । ଏଥି ସହିତ ଅଲମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ମଧ୍ୟ ସଫଳତାର ସହ ପାର କରିଛନ୍ତି । ଦୀପକ ରବିବାର ଫାଇନାଲ ମୁକାବିଲାରେ ସ୍ବର୍ଣ୍ଣ ପଦକ ପାଇଁ ଲଢେଇ କରିବେ ।

ଜଣେ ଯୁବ କୁସ୍ତିଯୋଦ୍ଧା ଭାବେ ଦୀପକଙ୍କ ଏହି ଲଢୁଆ ପ୍ରଦର୍ଶନ ପାଇ କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ ସାବାସୀ ଜଣାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.