ETV Bharat / sports

Asian Cup 2023: ଯୋଗ୍ୟତା ହାସଲ କଲା ଭାରତ

author img

By

Published : Jun 14, 2022, 8:25 PM IST

ଏସିଆନ୍ କପ୍‌ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିଛି ଭାରତୀୟ ଫୁଟବଲ୍‌ ଦଳ । ଅଧିକ ପଢନ୍ତୁ

Asian Cup 2023: ଯୋଗ୍ୟତା ହାସଲ କଲା ଭାରତ
Asian Cup 2023: ଯୋଗ୍ୟତା ହାସଲ କଲା ଭାରତ

କୋଲକାତା: ଏସିଆନ୍ କପ୍‌ ୨୦୨୩ ପାଇଁ ଯୋଗ୍ୟତା ହାସଲ କରିଛି ଭାରତୀୟ ଫୁଟବଲ୍‌ ଦଳ । ଗ୍ରୁପ୍‌ ବି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଫିଲିପିନ୍ସକୁ ପାଲେଷ୍ଟାଇନ୍‌ ପରାଜିତ କରିବା ପରେ ଏସିଆନ୍‌ କପ୍‌ ପାଇଁ ଭାରତ ଯୋଗ୍ୟତା ହାସଲ କରିଛି । ଏସିଆନ୍‌ କପ୍‌ ଯୋଗ୍ୟତା ହାସଲ ପାଇଁ ୬ଟି ଗ୍ରୁପ୍‌ରେ ବିଭିନ୍ନ ଦଳ ପ୍ରତିଯୋଗିତା କରୁଛନ୍ତି ।

ଗ୍ରୁପ୍‌ ଡି'ରେ ଭାରତର ଶେଷ ମ୍ୟାଚ୍‌ ବାକି ରହିଥିବା ସତ୍ତ୍ବେ ଦଳ ଏସିଆନ୍‌ କପ୍‌ ପାଇଁ ଭାରତ ଯୋଗ୍ୟତା ହାସଲ କରିଛି । ୬ଟି ଗ୍ରୁପ୍‌ର ଶୀର୍ଷ ଦଳ ଗୁଡ଼ିକ ଏସିଆନ୍‌ କପ୍‌ ପାଇଁ ଯୋଗ୍ୟତା ହାସଲ କରିବେ । ଗ୍ରୁପ୍‌ ଡିରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ତେବେ ଶୀର୍ଷରେ ଥିବା ହଙ୍ଗ୍‌କଙ୍ଗ୍‌ଠାରୁ ଭାରତର ଗୋଲ୍‌ ବ୍ୟବଧାନ ଅଧିକ ଥିବାରୁ ଦଳ ଏସିଆନ୍‌ କପ୍‌ ପାଇଁ ଯୋଗ୍ୟତା ହାସଲ କରିଛି ।

ଲଗାତାର ଦୁଇ ବର୍ଷ ପାଇଁ ଏସିଆନ୍‌ କପ୍‌ ପାଇଁ ଯୋଗ୍ୟତା ହାସଲ କିରଛି ଭାରତ । ଏହାପୂର୍ବରୁ ୨୦୧୯ରେ ଏସିଆନ୍‌ କପ୍‌ ଖେଳିଥିଲା ଭାରତ । ତେବେ ଲିଗ୍‌ ପର୍ଯ୍ୟାୟରୁ ଭାରତ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ଥିଲା । ଏହାଛଡ଼ା ୧୯୬୪, ୧୯୮୪, ୨୦୧୧ରେ ମଧ୍ୟ ଭାରତ ଏସିଆନ୍‌ କପ୍‌ ପାଇଁ ଯୋଗ୍ୟତା ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.