ETV Bharat / sports

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ: ମଙ୍ଗ ଧରି ପାରନ୍ତି ବୁମରା

ଜୁଲାଇ ୧ରୁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ମ୍ୟାଚ୍‌ । ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ପଦ ତୁଲାଇବା ପାଇଁ ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କ ନାମ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

author img

By

Published : Jun 30, 2022, 8:06 AM IST

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ : ମଙ୍ଗ ଧରି ପାରନ୍ତି ବୁମରା

ହାଇଦ୍ରାବାଦ: ଜୁଲାଇ ୧ରୁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ମ୍ୟାଚ୍‌ । ଏଜବାଷ୍ଟନରେ ଖେଳାଯିବ ଏହି ମ୍ୟାଚ । ହେଲେ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ରୋହିତ ଶର୍ମା ଗତ ରବିବାର ଦିନ କୋରୋନା ସଂକ୍ରମିତ ହୋଇ ଆଇସୋଲେସନରେ ଅଛନ୍ତି । ଜୁଲାଇ ୧ ସୁଦ୍ଧା ସେ ଫିଟ ହୋଇପାରିବେ କି ନାହିଁ ତାହା BCCIକୁ ଦ୍ବନ୍ଦରେ ପକାଇଛି ।

  • Rohit Sharma will miss the fifth test (against England) and Jasprit Bumrah will lead the Indian side. He has been informed about this in the team meeting: Sources

    (File Pic) pic.twitter.com/AvJRstH6Lq

    — ANI (@ANI) June 29, 2022 " class="align-text-top noRightClick twitterSection" data=" ">

ସେପଟେ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ପଦ ତୁଲାଇବା ପାଇଁ ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କ ନାମ ଚର୍ଚ୍ଚା ହେଉଛି । ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିରୋଧ ଟି-୨୦ ମ୍ୟାଚରେ ଉପ ଅଧିନାୟକ କରିଥିଲା ବିସିସିଆଇ । ଏହା ସହିତ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ଏବଂ ଟି-2୦ ସିରିଜରେ ଉପ ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇ ଥିଲେ ବୁମରା । ହେଲେ ଫାଷ୍ଟ ବୋଲର ବୁମରା ଇଣ୍ଡିଆନ ପ୍ରିମିୟର ଲିଗ (IPL) କିମ୍ବା କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକ ଭାର ସମ୍ଭାଳି ନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.