ETV Bharat / sports

ଧାବିକା ହିମା ଦାସ୍ରୁ‌ ଡିଏସପି ଆସାମ ପୋଲିସ - ଭାରତୀୟ ଷ୍ଟାର ଧାବିକା ହିମା ଦାସ

ଭାରତୀୟ ଷ୍ଟାର ଧାବିକା ହିମା ଦାସ ଶୁକ୍ରବାର ଆସାମ ପୋଲିସର ଡିଏସପି ଭାବେ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

Hima das inducted as DSP in Asam
ଧାବିକା ହିମା ଦାସ୍ରୁ‌ ଡିଏସପି ଆସାମ ପୋଲିସ
author img

By

Published : Feb 26, 2021, 10:59 PM IST

ଗୌହାଟୀ: ଭାରତୀୟ ଷ୍ଟାର ଧାବିକା ହିମା ଦାସ ଶୁକ୍ରବାର ଆସାମ ପୋଲିସର ଡିଏସପି ଭାବେ ନିଯୁକ୍ତ ହୋଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ହିମା ଆନୁଷ୍ଠାନିକ ଭାବେ ଡିଏସପି ଭାର ଗ୍ରହଣ କରିଛନ୍ତି ।

  • Looking great as DSP @HimaDas8 !
    Hima will continue to run for India. She is training for Olympic qualification at NIS Patiala. Most of our elite athletes are employed in various jobs yet they continue to play. Even after retirement also they'll be engaged in sports promotions. https://t.co/TT1k34Pehl pic.twitter.com/Td11ALBEbv

    — Kiren Rijiju (@KirenRijiju) February 26, 2021 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ସୋନୱାଲ ହିମାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶୀର୍ଷ ଅଧିକାରୀ, ଡିଜି ପୋଲିସଙ୍କ ସମେତ ପୋଲିସ ବିଭାଗର ସର୍ବୋଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।

ଛୋଟବେଳୁ ପୋଲିସ ଅଫିସର ହେବାକୁ ସ୍ବପ୍ନ ଥିଲା ଓ 21 ବର୍ଷ ବୟସରେ ସ୍ବପ୍ନ ସତ ହୋଇଚି ବୋଲି ହିମା ରହିଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇବା ସହ ହିମା ପୂର୍ବପରି ଦେଶ ପାଇଁ ଦୌଡ ଇଭେଣ୍ଟରେ ପ୍ରତିନିଧିତ୍ବ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.