ETV Bharat / sports

FIH Pro League: ଭୁବନେଶ୍ବରରେ ପହଞ୍ଚିଲା ଆର୍ଜେଣ୍ଟିନା ପୁରୁଷ ହକି ଟିମ - ହକି ପ୍ରୋ ଲିଗ

ଓଡିଶାରେ ପହଞ୍ଚିଲେ ଆର୍ଜେଣ୍ଟିନା ପୁରୁଷ ହକି ଟିମର ସଦସ୍ୟ । FIH ହକି ପ୍ରୋ ଲିଗ ୨୦୨୧/୨୨ ଟୁର୍ନାମେଣ୍ଟରେ ଆୟୋଜକ ଭାରତ ସହ ଡବଲହେଡର ମ୍ୟାଚ୍‌ ପାଇଁ ରବିବାର ଭୁବନେଶ୍ବରରେ ପହଞ୍ଚିଛି ଆର୍ଜେଣ୍ଟିନା ଟିମ । ଅଧିକ ପଢନ୍ତୁ

FIH Pro League: Argentina men's team arrives in Bhubaneswar
FIH Pro League: ଭୁବନେଶ୍ବରରେ ପହଞ୍ଚିଲା ଆର୍ଜେଣ୍ଟିନା ପୁରୁଷ ହକି ଟିମ
author img

By

Published : Mar 13, 2022, 9:49 PM IST

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ଆର୍ଜେଣ୍ଟିନା ପୁରୁଷ ହକି ଟିମର ସଦସ୍ୟ । FIH ହକି ପ୍ରୋ ଲିଗ ୨୦୨୧/୨୨ ଟୁର୍ନାମେଣ୍ଟରେ ଆୟୋଜକ ଭାରତ ସହ ଡବଲହେଡର ମ୍ୟାଚ୍‌ ପାଇଁ ରବିବାର ଭୁବନେଶ୍ବରରେ ପହଞ୍ଚିଛି ଆର୍ଜେଣ୍ଟିନା ଟିମ । କଳିଙ୍ଗ ହକି ଷ୍ଟାଡିୟମରେ ମାର୍ଚ୍ଚ ୧୯ ଓ ମାର୍ଚ୍ଚ ୨୦ରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

  • Euphoria for the league continues over next weekend too 🤩

    Argentina Men’s team lands in Bhubaneswar, Odisha for FIH Hockey Pro League 2021-2022 game against India on 19th and 20th of March, 2022. pic.twitter.com/73oqVmdTGl

    — Hockey India (@TheHockeyIndia) March 13, 2022 " class="align-text-top noRightClick twitterSection" data=" ">

କଳିଙ୍ଗ ଷ୍ଟାଡିୟମରେ ଭାରତ ବିପକ୍ଷରେ ଟିମ ଖେଳିବା ନେଇ ଉତ୍ସାହିତ ବୋଲି କହିଛନ୍ତି ଆର୍ଜେଣ୍ଟିନା ମୁଖ୍ୟ କୋଚ୍‌ ମାରିଆନୋ ରୋନକନି ।

ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଆର୍ଜେଣ୍ଟିନା FIH ହକି ପ୍ରୋ ଲିଗ FIH ହକି ପ୍ରୋ ଲିଗରେ ବେଲଜିୟମ ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ପରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଉଭୟ ମ୍ୟାଚ୍‌ରେ ମଧ୍ୟ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.