ETV Bharat / sports

FIH ନିର୍ବାଚନ, ନାମାଙ୍କନ ଭରିଲେ ସଭାପତି ନରିନ୍ଦର ବାତ୍ରା - ନାମାଙ୍କନ ଭରିଲେ ସଭାପତି ନରିନ୍ଦର ବାତ୍ରା

ଭାରତୀୟ ଅଲମ୍ପିକ ସଂଘ ମୁଖ୍ୟ ନରିନ୍ଦର ବାତ୍ରା 2016ରେ ଏଫଆଇଏଚ ସଭାପତି ହୋଇଥିଲେ । ପୁନର୍ବାର ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଅଧିକ ପଢନ୍ତୁ...

FIH president Batra files his nomination for re-election as FIH President
FIH ନିର୍ବାଚନ, ନାମାଙ୍କନ ଭରିଲେ ସଭାପତି ନରିନ୍ଦର ବାତ୍ରା
author img

By

Published : Mar 13, 2021, 8:58 PM IST

ଲୁସାନେ: ଭାରତୀୟ ଅଲମ୍ପିକ ସଂଘ ମୁଖ୍ୟ ନରିନ୍ଦର ବାତ୍ରା 2016ରେ ଏଫଆଇଏଚ ସଭାପତି ହୋଇଥିଲେ । ତେବେ ପୁନର୍ବାର ଏହି ପଦ ପାଇଁ ସେ ନିର୍ବାଚନ ଲଢୁଥିବା ସ୍ପଷ୍ଟ କରିଛନ୍ତି । ଫେବ୍ରୁଆରୀ 18ରେ ଏଫଆଇଚ କଂଗ୍ରେସକୁ ଏନେଇ ଚିଠି ମାଧ୍ୟମରେ ସେ ଜଣାଇଛନ୍ତି । ଏଫଆଇଚ ପକ୍ଷରୁ ବିଭିନ୍ନ ପଦ ପାଇଁ ନାମାଙ୍କନ ଭରିଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା କରିଛି । ଏଥିରେ ବାତ୍ରାଙ୍କ ନାମ ରହିଛି । ମାର୍ଚ୍ଚ 12 ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିଲା ।

FIH president Batra files his nomination for re-election as FIH President
FIH ନିର୍ବାଚନ, ନାମାଙ୍କନ ଭରିଲେ ସଭାପତି ନରିନ୍ଦର ବାତ୍ରା

"ଏଫଆଇଏଚ ନିୟମ ଅନୁଯାୟୀ, ଦାଖଲ ହୋଇଥିବା ନାମାଙ୍କନ ତାଲିକା ନିର୍ବାଚଳ ପରିଚାଳନା ଦାୟିତ୍ବରେ ଥିବା ପ୍ୟାନେଲକୁ ପଠାଯିବ।" ଏକ ବିଜ୍ଞପ୍ତିରେ ଏହା କହିଛି ବିଶ୍ବ କ୍ରୀଡା ସଂସ୍ଥା ।

ଏଫଆଇଏଚ ଗତ ବର୍ଷ ଅନୁଷ୍ଠିତ ହେବାର ଥିଲା, ମାତ୍ର କୋଭିଡ-19 କାରଣରୁ ସ୍ଥଗିତ ହୋଇଥିଲା । ଏଥିସହ ବାତ୍ରାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.