ETV Bharat / sports

Hockey World Cup 2023: କାଉଣ୍ଟଡାଉନ ଆରମ୍ଭ, ନଜର ପକାନ୍ତୁ ଖେଳ ସୂଚୀ ଉପରେ - ହକି ବିଶ୍ବକପ 2023

ରାତି ପାହିଲେ ପୁରୁଷ ହକି ବିଶ୍ବକପ । ହକି ହକି ଆଉ ହକି ଚିଅରଅପରେ କମ୍ପିବ ମଇଦାନ । ଜାନୁଆରୀ 13 ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ମହାକୁମ୍ଭ । ନଜର ପକାନ୍ତୁ ହକି ବିଶ୍ବକପ କ୍ରୀଡାସୂଚୀ ଉପରେ ଆଉ ସବୁ କାମ ସାରି ଟିଭି ଆଗରେ ବସିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ଅଧିକ ପଢନ୍ତୁ

Hockey World Cup 2023
ହକି ବିଶ୍ବକପ କ୍ରୀଡାସୂଚୀ
author img

By

Published : Jan 12, 2023, 12:21 PM IST

Updated : Jan 12, 2023, 3:46 PM IST

ଭୁବନେଶ୍ବର: ଏଫଆଇଏଚ ପୁରୁଷ ହକି ବିଶ୍ବକପର ଆୟୋଜକ ରହିଛି ଓଡିଶା । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ପୁରୁଷ ହକି ବିଶ୍ବକପ । ହକି ହକି.... ଇଣ୍ଡିଆ ଇଣ୍ଡିଆ ଚିଅରଅପରେ କମ୍ପିବ ମଇଦାନ । ଆସନ୍ତା 13 ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଏଥିରେ 16ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଭାରତ ପୁଲ Dରେ ରହିଛି । ଭାରତ ସହିତ ଏଥିରେ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ଦଳ ସ୍ଥାନ ପାଇଛନ୍ତି । ତେବେ କେଉଁ ଦିନ କାହା ଅଛି ମ୍ୟା । କାହା ସହ କାହାର ହେବେ ମୁକାବିଲା ଜାଣିବା ପାଇଁ ନଜର ପକାନ୍ତୁ ହକି ବିଶ୍ବକପ କ୍ରୀଡାସୂଚୀ ଉପରେ । ଆଉ ହକିପ୍ରେମୀ ସମୟ ପୂର୍ବରୁ ସବୁ କାମ ସାରି ଟିଭି ଆଗରେ ବସି ଯାଆନ୍ତୁ ।

ପୁଲ A- ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଆର୍ଜେଣ୍ଟିନା

ପୁଲ B- ବେଲଜିୟମ, ଜାପାନ, କୋରିଆ, ଜର୍ମାନୀ

ପୁଲ C- ନେଦରଲାଣ୍ଡ, ଚିଲି, ମାନେସିଆ, ନ୍ୟୁଜିଲାଣ୍ଡ

ପୁଲ D- ଭାରତ, ୱେଲ୍ସ, ସ୍ପେନ, ଇଂଲଣ୍ଡ

ଖେଳସୂଚୀ

ପ୍ରଥମ ରାଉଣ୍ଡ ମ୍ୟାଚ...

13/01/2023 - ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ଭୁବନେଶ୍ବର- 1 PM

13 / 01/2023 - ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ - ଗ୍ରୁପ୍ A -ଭୁବନେଶ୍ବର- 3 PM

13 / 01/2023 - ଇଂଲଣ୍ଡ ବନାମ ୱେଲ୍ସ - ଗ୍ରୁପ୍ D - ରାଉରକେଲା - 5 PM

13/01/2023 - ଭାରତ ବନାମ ସ୍ପେନ୍ - ଗ୍ରୁପ୍ D - ରାଉରକେଲା - 7PM

14/01/2023 - ନ୍ୟୁଜିଲ୍ୟାଣ୍ଡ ବନାମ ଚିଲି - ଗ୍ରୁପ୍ C - ରାଉରକେଲା -1 PM

14/01/2023 - ନେଦରଲ୍ୟାଣ୍ଡ ବନାମ ମାଲେସିଆ - ଗ୍ରୁପ୍ C - ରାଉରକେଲା -ଅପରାହ୍ନ 3 ଟା

14/01/2023 - ବେଲଜିୟମ୍ ବନାମ କୋରିଆ - ଗ୍ରୁପ୍ B - ଭୁବନେଶ୍ବର - 5PM

14/01/2023 - ଜର୍ମାନୀ ବନାମ ଜାପାନ - ଗ୍ରୁପ୍ B - ଭୁବନେଶ୍ବର - 7 PM

15/01/2023 - ସ୍ପେନ୍ ବନାମ ୱେଲ୍ସ - ଗ୍ରୁପ୍ D - ରାଉରକେଲା - 5 PM

15/01/2023 - ଇଂଲଣ୍ଡ ବନାମ ଭାରତ - ଗ୍ରୁପ୍ D - ରାଉରକେଲା - 7 PM

16/01/2023 - ମାଲେସିଆ ବନାମ ଚିଲି - ଗ୍ରୁପ୍ C - ରାଉରକେଲା - 1 PM

16/01/2023 - ନ୍ୟୁଜିଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ - ଗ୍ରୁପ୍ C - ରାଉରକେଲା - 3 PM

16 / 01/2023 - ଫ୍ରାନ୍ସ ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ଭୁବନେଶ୍ବର - 5 PM

16/01/2023 - ଆର୍ଜେଣ୍ଟିନା ବନାମ ଅଷ୍ଟ୍ରେଲିଆ - ଗ୍ରୁପ୍ A - ଭୁବନେଶ୍ବର - 7 PM

17/01/2023 - କୋରିଆ ବନାମ ଜାପାନ - ଗ୍ରୁପ୍ B - ଭୁବନେଶ୍ବର - 5 PM

17/01/2023 - ଜର୍ମାନୀ ବନାମ ବେଲଜିୟମ - ଗ୍ରୁପ୍ B - ଭୁବନେଶ୍ବର - 7 PM

19/01/2023 - ମାଲେସିଆ ବନାମ ନ୍ୟୁଜିଲ୍ୟାଣ୍ଡ - ଗ୍ରୁପ୍ C - ଭୁବନେଶ୍ବର - 1 PM

19/01/2023 - ନେଦରଲ୍ୟାଣ୍ଡ ବନାମ ଚିଲି - ଗ୍ରୁପ୍ C - ଭୁବନେଶ୍ବର - 3 PM

19/01/2023 - ସ୍ପେନ୍ ବନାମ ଇଂଲଣ୍ଡ - ଗ୍ରୁପ୍ D - ଭୁବନେଶ୍ବର - 5 PM

19/01/2023 - ଭାରତ ବନାମ ୱେଲ୍ସ - ଗ୍ରୁପ୍ D - ଭୁବନେଶ୍ବର - 7 PM

20/01/2023 - ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା - ଗ୍ରୁପ୍ A - ରାଉରକେଲା - 1 PM

20/01/2023 - ଫ୍ରାନ୍ସ ବନାମ ଆର୍ଜେଣ୍ଟିନା - ଗ୍ରୁପ୍ A - ରାଉରକେଲା - 3 PM

20 / 01/2023 -ବେଲଜିୟମ ବନାମ ଜାପାନ - ଗ୍ରୁପ୍ B - ରାଉରକେଲା - 5 PM

20/01/2023 - କୋରିଆ ବନାମ ଜର୍ମାନୀ - ଗ୍ରୁପ୍ B - ରାଉରକେଲା - 7 PM

କ୍ରସଓଭର ମ୍ୟାଚ୍

22/01/2023 - ଦ୍ବିତୀୟ ପୁଲ୍ C ବନାମ ତୃତୀୟ ପୁଲ୍ D - ଭୁବନେଶ୍ବର - 4:30 PM

22 / 01/2023 - ଦ୍ବିତୀୟ ପୁଲ୍ D ବନାମ ତୃତୀୟ ପୁଲ୍ C - ଭୁବନେଶ୍ବର - 7 PM

23/01/2023 - ଦ୍ବିତୀୟ ପୁଲ୍ A ବନାମ ତୃତୀୟ ପୁଲ୍ B - ଭୁବନେଶ୍ବର - 4:30 PM

23 / 01/2023 - ଦ୍ବିତୀୟ ପୁଲ୍ B ବନାମ ତୃତୀୟ ପୁଲ୍ A - ଭୁବନେଶ୍ବର - 7 PM

ଏହା ବି ପଢନ୍ତୁ...IND vs SL: 5 ବର୍ଷ ପରେ ଇଡେନ ଗାର୍ଡେନରେ ଦିନିକିଆ ମ୍ୟାଚ, ସିରିଜ ବିଜୟ ଲକ୍ଷ୍ୟରେ ଭାରତ

କ୍ବାର୍ଟର ଫାଇନାଲ

24/01/2023 - ପ୍ରଥମ କ୍ବାର୍ଟର ଫାଇନାଲ - ଭୁବନେଶ୍ବର - 4:30 PM

24/01/2023 -ଦ୍ବିତୀୟ କ୍ବାର୍ଟର ଫାଇନାଲ - ଭୁବନେଶ୍ବର - 7 PM

25/01/2023 - ତୃତୀୟ କ୍ବାର୍ଟର ଫାଇନାଲ - ଭୁବନେଶ୍ବର - 4:30 PM

25/01/2023 - ଚତୁର୍ଥ କ୍ୱାର୍ଟର ଫାଇନାଲ - ଭୁବନେଶ୍ବର - 7 PM

26/01/2023 - ପ୍ଲେସମେଣ୍ଟ ମ୍ୟାଚ (9-16-16)

ସେମି ଫାଇନାଲ

27/01/2023 - ପ୍ରଥମ ସେମି ଫାଇନାଲ୍ - ଭୁବନେଶ୍ବର - 4:30 PM

27/01/2023 - ୨ୟ ସେମି ଫାଇନାଲ୍ - ଭୁବନେଶ୍ବର - 7 PM

28/01/2023 - ପ୍ଲେସମେଣ୍ଟ୍ ମ୍ୟାଚ୍ (13-16-ଏବଂ 9-ଦ୍ବାଦଶ)

ପୋଜିସନ ମ୍ୟାଚ୍

28/1 ମ୍ୟାଚ 33 ବନାମ 34 (ପରାଜିତ ଦଳ)-ରାଉରକେଲା, ସମୟ ପୂର୍ବାହ୍ନ 11ଟା30

ମ୍ୟାଚ 35 ବନାମ 36 (ପରାଜିତ ଦଳ)-ରାଉରକେଲା, ସମୟ ଅପରାହ୍ନ 2ଟା

ମ୍ୟାଚ 33 ବନାମ 34 (ବିଜେତା ଦଳ)-ରାଉରକେଲା, ଅପରାହ୍ନ 4ଟା 30

ମ୍ୟାଚ 33 ବନାମ 34 (ବିଜେତା ଦଳ)-ରାଉରକେଲା, ରାତି 7ଟା

29/1 ବ୍ରୋଞ୍ଚ ପଦକ ମ୍ୟାଚ୍- ଭୁବନେଶ୍ବର-ଅପରାହ୍ନ 4ଟା 30

ଫାଇନାଲ-ଭୁବନେଶ୍ବର- ରାତି 7ଟା

Last Updated : Jan 12, 2023, 3:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.