ETV Bharat / sports

FIFA World Cup : ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ କଡା ଟକ୍କର

ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ କଡା ଟକ୍କର । ଅଧିକ ପଢନ୍ତୁ

author img

By

Published : Dec 18, 2022, 8:37 PM IST

FIFA World Cup : ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ କଡା ଟକ୍କର
FIFA World Cup : ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ କଡା ଟକ୍କର

ହାଇଦ୍ରାବାଦ: ଫିଫା ବିଶ୍ବକପ ୨୦୨୨ । ଆଜି (ରବିବାର) ଫାଇନାଲ ମୁକାବିଲା । ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ କଡା ଟକ୍କର । ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ ଲଗାତାର ବିଶ୍ବକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ ୩୬ ବର୍ଷ ହେବ ଟ୍ରଫି ଭୋକିଲା ଥିବା ଆର୍ଜେଣ୍ଟିନା ଟାଇଟଲ ହାତେଇବା ସହ ମେସିଙ୍କୁ ବିଦାୟ ଦେବାର ଆଶା ରଖିବ ।

ଫ୍ୟାନ୍ସଙ୍କ ସମର୍ଥନରେ କମ୍ପିବ କତାର ଲୁସାଇଲ ଷ୍ଟାଡିୟମ । ମଇଦାନରେ ଥିବେ ନାଲି ଓ ଆକାଶିଆ ରଙ୍ଗର ଜର୍ସି ପିନ୍ଧିଥିବା ଦୁଇଦଳ । ସୁନା ପରି ଚିକମିକ କରୁଥିବା ଫିଫା ବିଶ୍ବକପ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ ମୁକାବିଲା । ଚଳିତ ଫିଫା ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି (ରବିବାର) ଖେଳାଯିବା ଫିଫା ବିଶ୍ବକପର ଫାଇନାଲ ମ୍ୟାଚ । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ହେବ ମହାମୁକାବିଲା । ଆର୍ଜେଣ୍ଟିନାର ଏହା ଷଷ୍ଠ ଫାଇନାଲ ମୁକାବିଲା ହୋଇଥିବା ବେଳେ ଫ୍ରାନ୍ସର ଏହା ଚତୁର୍ଥ । କିଏ ମାରିବ ବାଜି ଆଉ ହେବ ଶ୍ରେଷ୍ଠ ଦଳ ତାହାକୁ ଅପେକ୍ଷା ।

  • Here is the starting 1️⃣1️⃣ for the 𝗪𝗼𝗿𝗹𝗱 𝗖𝘂𝗽 𝗳𝗶𝗻𝗮𝗹 against Argentina 🔥

    𝗪𝗘'𝗥𝗘 𝗔𝗟𝗟 𝗕𝗘𝗛𝗜𝗡𝗗 𝗟𝗘𝗦 𝗕𝗟𝗘𝗨𝗦 💪#ARGFRA | #FiersdetreBleus pic.twitter.com/17qMovHKdL

    — French Team ⭐⭐ (@FrenchTeam) December 18, 2022 " class="align-text-top noRightClick twitterSection" data=" ">

ଦୁଇ ଦଳର ଷ୍ଟାର୍ଟିଂ ଇଲେଭେନ

ଫ୍ରାନ୍ସ: ହ୍ୟୁଗୋ ଲୋରିସ ( ଗୋଲ କିପର, ଅଧିନାୟକ ), ଜୁଲ୍ସ କୁଣ୍ଡେ, ରାଫେଲ ବରାନ, ଡାୟାଟ ଉପାମେକାନୋ, ଥିୟୋ ହର୍ଣ୍ଣା଼ଡେଜ, ଏଣ୍ଟୋନୀ ଗ୍ରୀଜମୈନ, ଔରେଲିୟନ ଟଚୈମେନୀ, ଏଡ୍ରିୟନ ରାବିୟୋ, ଓସ୍ମାନ ଡିମ୍ବେଲେ, ଓଲିବର ଜିରୁଡ, କିଲିୟନ ଏମ୍ବାପେ ।

ଆର୍ଜେଣ୍ଟିନା: ଏମିଲିୟାନୋ ମାର୍ଟିନେଜ ( ଗୋଲକିପର ), ନାହୁଏଲ ମୋଲିନା, କ୍ରିଷ୍ଟିଆନ ରୋମେରୋ, ନିକୋଲାସ ଓଟାମେଣ୍ଡି, ନିକୋଲାସ ଟାଗଲିଫିକୋ, ରୋଡ୍ରିଗୋ ଡି ପାଲ, ଏନଜୋ ଫର୍ଣ୍ଣାଣ୍ଡିଜ, ଆଲେକ୍ସସ ମ୍ୟାକଲିଷ୍ଟର, ଆଞ୍ଜେଲ ଡି ମାରିଆ, ଲିଓନେଲ ମେସି (ଅଧିନାୟକ), ଜୁଲିଆନ ଆଲଭରେଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.