ETV Bharat / sports

ହକି ଖେଳାଳିଙ୍କୁ ଝାରସୁଗୁଡା ହକି ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା - ସ୍ଟ୍ରାନଲି ଭିକ୍ଟର୍ ମିଞ୍ଜ

ଭାରତୀୟ ହକି ଦଳର ପୂବର୍ତନ ବୈଷୟିକ ନିର୍ଦ୍ଦେଶକ ତଥା ବର୍ତ୍ତମାନ ଓଡିଶା ଦଳର ବୈଷୟିକ ନିର୍ଦ୍ଦେଶକ ଡେଭିଡ ଜନ (ଅଷ୍ଟ୍ରେଲିଆ) ଏବଂ ଭାରତୀୟ ପୁରୁଷ ଦଳର ଖେଳାଳି ସ୍ଟ୍ରାନଲି ଭିକ୍ଟର୍ ମିଞ୍ଜ ଓ ମହିଳା ଦଳର ଅଲମ୍ପିକ ଖେଳାଳି ଲିଲିମା ମିଞ୍ଜଙ୍କୁ ଝାରସୁଗୁଡା ହକି ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ହକି ଖେଳାଳିଙ୍କୁ ଝାରସୁଗୁଡା ହକି ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା

author img

By

Published : Jul 5, 2022, 10:56 AM IST

ଝାରସୁଗୁଡା: ଭାରତୀୟ ହକି ଦଳର ପୂବର୍ତନ ବୈଷୟିକ ନିର୍ଦ୍ଦେଶକ ତଥା ବର୍ତ୍ତମାନ ଓଡିଶା ଦଳର ବୈଷୟିକ ନିର୍ଦ୍ଦେଶକ ଡେଭିଡ ଜନ (ଅଷ୍ଟ୍ରେଲିଆ) ଏବଂ ଭାରତୀୟ ପୁରୁଷ ଦଳର ଖେଳାଳି ସ୍ଟ୍ରାନଲି ଭିକ୍ଟର୍ ମିଞ୍ଜ ଓ ମହିଳା ଦଳର ଅଲମ୍ପିକ ଖେଳାଳି ଲିଲିମା ମିଞ୍ଜ, ଓଡିଶା କ୍ରୀଡା ଓ ଯୁବେସବା ନିର୍ଦ୍ଦେଶାଳୟ ବିଭାଗର ଦେବି ପ୍ରକାଶ ଦାସ ଝାରସୁଗୁଡା ଅଭିମୁଖେ ଯାତ୍ରା କରିଛନ୍ତି ।

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡା ହକି ଆସୋସିଏସନ ପକ୍ଷରୁ ଆଜି ଅପରାହ୍ନରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଝାରସୁଗୁଡା ହକି ଆସୋସିଏସନର ପ୍ରଜ୍ଜଳ କୁମାର ପେଟଲ ଓ ଅନ୍ୟମାନେ ପୁଷ୍ପଗୁଛ ଦେଇ ସମ୍ବଦ୍ଧର୍ନା କରିବା ସହିତ ଝାରସୁଗୁଡା ହକି ଆସୋସିଏସନର ଏକ ସ୍ମରଣିକା ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.