ETV Bharat / sports

ଇଟିଭି ଭାରତରେ ପ୍ରତିକ୍ରିୟା ରଖିଲେ ସାକ୍ଷୀ, କାହିଁକି ଚାହାଁନ୍ତି ଅର୍ଜୁନ ଆୱାର୍ଡ ? - ଖେଳରତ୍ନ ପୁରସ୍କାରରେ ସମ୍ମାନିତ

ପୂର୍ବରୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ସାକ୍ଷୀ ମଲିକ ଓ ମୀରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ତାଲିକାରୁ ହଟାଇଦେଇଛି କ୍ରୀଡାମନ୍ତ୍ରଣାଳୟ । ଏନେଇ ଅସନ୍ତୋଷ ଜାହିର କରିଛନ୍ତି ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାକ୍ଷୀ ।

Explained: Why is Sakshi Malik urging for Arjuna Award?
ଇଟିଭି ଭାରତରେ ପ୍ରତିକ୍ରିୟା ରଖିଲେ ସାକ୍ଷୀ, କାହିଁକି ଚାହାଁନ୍ତି ଅର୍ଜୁନ ଆୱାର୍ଡ ?
author img

By

Published : Aug 22, 2020, 10:04 PM IST

ହାଇଦ୍ରାବାଦ: ପୂର୍ବରୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ସାକ୍ଷୀ ମଲିକ ଓ ମୀରାବାଇ ଚାନୁଙ୍କୁ ଅର୍ଜୁନ ପୁରସ୍କାର ତାଲିକାରୁ ହଟାଇଦେଇଛି କ୍ରୀଡାମନ୍ତ୍ରଣାଳୟ । ଏନେଇ ଅସନ୍ତୋଷ ଜାହିର କରିଛନ୍ତି ଅଲମ୍ପିକ ବ୍ରୋଞ୍ଜ ମେଡାଲ ବିଜେତା ସାକ୍ଷୀ ।

Explained: Why is Sakshi Malik urging for Arjuna Award?
ଇଟିଭି ଭାରତରେ ପ୍ରତିକ୍ରିୟା ରଖିଲେ ସାକ୍ଷୀ, କାହିଁକି ଚାହାଁନ୍ତି ଅର୍ଜୁନ ଆୱାର୍ଡ ?

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ ମାଧ୍ୟମରେ ନିଜର ଅସନ୍ତୋଷକୁ ବୟାନ କରିଛନ୍ତି । ସାକ୍ଷୀ କହିଛନ୍ତି, ଅର୍ଜୁନ ଆୱାର୍ଡ ବିଜେତା ହେବା ପାଇଁ ତାଙ୍କର ମଧ୍ୟ ଇଚ୍ଛା ରହିଥିଲା । ପ୍ରତ୍ୟେକ ଖେଳାଳି ପ୍ରତ୍ୟେକ ଆୱାର୍ଡ ଜିତିବାକୁ ଚାହେଁ । ଖେଳରତ୍ନ ବିଜେତା ବୋଲି କାହିଁକି ଅର୍ଜୁନ ଆୱାର୍ଡ ମିଳିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗତ ସପ୍ତାହରେ ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକାମ ଶର୍ମାଙ୍କ ନେତୃତ୍ବରେ ପୁରସ୍କାର ଚୟନ କମିଟି ଚଳିତ ବର୍ଷ ଅର୍ଜୁନ ଆୱାର୍ଡ ପାଇଁ କ୍ରୀଡାମନ୍ତ୍ରଣାଳୟକୁ 29 ଜଣଙ୍କ ନାମ ସୁପାରିଶ କରିଥିଲା । ଏହି ତାଲିକାରେ ରିଓ ଅଲମ୍ପିକ୍ସ ବ୍ରୋଞ୍ଜ ବିଜେତା କୁସ୍ତିଯୋଦ୍ଧା ସାକ୍ଷୀ ଓ 2017ରେ ଭାରୋତ୍ତଳନ ବିଶ୍ବ ଚମ୍ପିଆନ ମୀରାବାଇ ଚାନୁଙ୍କ ନାମ ରହିଥିଲା । ତେବେ ତାଲିକା କ୍ରୀଡା ମନ୍ତ୍ରୀ କିରଣ ରିଜିଜୁଙ୍କ ପାଖେ ତାଲିକା ପହଞ୍ଚିବା ପରେ ଚୂଡାନ୍ତ ତାଲିକାରୁ ସାକ୍ଷୀ ଓ ମୀରାବାଇଙ୍କ ନାମକୁ ବାଦ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଏନେଇ ଟ୍ବିଟ ଯୋଗେ ଜଣାଇଥିବା କହିଛନ୍ତି ସାକ୍ଷୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.