ପଟିଆଲା: ଟୋକିଓ ଅଲମ୍ପିକ ଟିକେଟର ଅତି ନିକଟରତର ହୋଇଥିଲେ ତାରକା ଓଡିଆ ଧାବିକା ଦୂତୀ ଚାନ୍ଦ । ମାତ୍ର ଅଲମ୍ପିକ ଯୋଗ୍ୟତା ଅର୍ଜନ ସମୟ ଠାରୁ ମାତ୍ର ଦୁଇ ସେକେଣ୍ଡ ଦୂରରେ ରହିଥିଲେ ଦୂତୀ । ପଟିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ପ୍ରତିଯୋଗିତାରେ 100 ମିଟର ଦୌଡକୁଦକୁ 11.17 ସେକେଣ୍ଡରେ ପହଞ୍ଚି ନୂଆ ନ୍ୟାସନାଲ ରେକର୍ଡର ଅଧିକାରୀ ହୋଇଛନ୍ତି ଦୂତୀ । ଏଥିସହ ନିଜର ପୂର୍ବ ରେକର୍ଡକୁ ମଧ୍ୟ ଭଙ୍ଗ କରିଛନ୍ତି ଦୂତୀ ।
-
NEW NATIONAL RECORD- @DuteeChand women's 100m sprint 11.17s (Olympic Qualification time 11.15s)#IGP 4 @Tokyo2020
— Athletics Federation of India (@afiindia) June 21, 2021 " class="align-text-top noRightClick twitterSection" data="
">NEW NATIONAL RECORD- @DuteeChand women's 100m sprint 11.17s (Olympic Qualification time 11.15s)#IGP 4 @Tokyo2020
— Athletics Federation of India (@afiindia) June 21, 2021NEW NATIONAL RECORD- @DuteeChand women's 100m sprint 11.17s (Olympic Qualification time 11.15s)#IGP 4 @Tokyo2020
— Athletics Federation of India (@afiindia) June 21, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ