ETV Bharat / sports

Indian Grand Prix: 100 ମିଟର ଦୌଡରେ ଦୂତୀଙ୍କ ନୂଆ ନ୍ୟାସନାଲ ରେକର୍ଡ

author img

By

Published : Jun 21, 2021, 8:14 PM IST

ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ପ୍ରତିଯୋଗିତାର 100 ମିଟର ଇଭେଣ୍ଟରେ ଦୂତୀ ଚାନ୍ଦଙ୍କ ନୂଆ ନ୍ୟାସନାଲ ରେକର୍ଡ । ଅଧିକ ପଢନ୍ତୁ...

Dutte chand hits a new national record in Indian Grand Prix
Indian Grand Prix: 100 ମିଟର ଦୌଡରେ ଦୂତୀଙ୍କ ନୂଆ ନ୍ୟାସନାଲ ରେକର୍ଡ

ପଟିଆଲା: ଟୋକିଓ ଅଲମ୍ପିକ ଟିକେଟର ଅତି ନିକଟରତର ହୋଇଥିଲେ ତାରକା ଓଡିଆ ଧାବିକା ଦୂତୀ ଚାନ୍ଦ । ମାତ୍ର ଅଲମ୍ପିକ ଯୋଗ୍ୟତା ଅର୍ଜନ ସମୟ ଠାରୁ ମାତ୍ର ଦୁଇ ସେକେଣ୍ଡ ଦୂରରେ ରହିଥିଲେ ଦୂତୀ । ପଟିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ପ୍ରତିଯୋଗିତାରେ 100 ମିଟର ଦୌଡକୁଦକୁ 11.17 ସେକେଣ୍ଡରେ ପହଞ୍ଚି ନୂଆ ନ୍ୟାସନାଲ ରେକର୍ଡର ଅଧିକାରୀ ହୋଇଛନ୍ତି ଦୂତୀ । ଏଥିସହ ନିଜର ପୂର୍ବ ରେକର୍ଡକୁ ମଧ୍ୟ ଭଙ୍ଗ କରିଛନ୍ତି ଦୂତୀ ।

  • NEW NATIONAL RECORD- @DuteeChand women's 100m sprint 11.17s (Olympic Qualification time 11.15s)#IGP 4 @Tokyo2020

    — Athletics Federation of India (@afiindia) June 21, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.