ETV Bharat / sports

ଡୋପିଂ ଅବମାନନା: ଡିସକସ୍-ଥ୍ରୋ ଖେଳାଳି ସନ୍ଦୀପ କୁମାରୀ 4ବର୍ଷ ବାସନ୍ଦ - Sandeep Kumari dope flunk

ଡୋପ ଟେଷ୍ଟରେ ଖିଲାପ କରି ଦଣ୍ଡିତ ହେଲେ ଡିସକସ୍-ଥ୍ରୋ ଖେଳାଳି ସନ୍ଦୀପ କୁମାରୀ । ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି(WADA) ସନ୍ଦୀପ କୁମାରୀଙ୍କୁ 4ବର୍ଷ ବାସନ୍ଦାଦେଶ ଶୁଣାଇଛି ।

Discus thrower Sandeep Kumari gets 4 year ban for dope flunk
ଡୋପିଂ ଅବମାନନା: ଡିସକସ୍-ଥ୍ରୋ ଖେଳାଳି ସନ୍ଦୀପ କୁମାରୀ 4ବର୍ଷ ବାସନ୍ଦ
author img

By

Published : May 3, 2020, 12:29 PM IST

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ଖିଲାପ କରି ଦଣ୍ଡିତ ହେଲେ ଡିସକସ୍-ଥ୍ରୋ ଖେଳାଳି ସନ୍ଦୀପ କୁମାରୀ । ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି(WADA) ସନ୍ଦୀପ କୁମାରୀଙ୍କୁ 4ବର୍ଷ ବାସନ୍ଦାଦେଶ ଶୁଣାଇଛି ।

ଗୌହାଟୀରେ ହୋଇଥିବା ଜାତୀୟ ଅନ୍ତରାଜ୍ୟ ଚମ୍ପିଆନସିପ 2018 ସମୟରେ NADA ପକ୍ଷରୁ ସନ୍ଦୀପ କୁମାରୀଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା । ତେବେ ନ୍ୟାସନାଲ ଡୋପ ଟେଷ୍ଟିଂ ଲାବୋରୋଟେରୀରେ(NDTL) ତାଙ୍କର ନମୁନାରେ କିଛି ଷ୍ଟେରଇଡ ଥିବା ପରୀକ୍ଷାପରେ ଜଣାପଡିଛି । ଏହାପରେ ସନ୍ଦୀପ କୁମାରୀ ଦଣ୍ଡିତ ହୋଇଛନ୍ତି । ଡିସକସ୍ ଥ୍ରୋ ଇଭେଣ୍ଟରେ ସେ 58.41 ଦୂରତା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.