ETV Bharat / sports

ମହିଳା ହକି ବିଶ୍ବକପ ଦଳ ଘୋଷଣା, ଦୀପଗ୍ରେସ ଉପଅଧିନାୟିକା - ମହିଳା ହକି ବିଶ୍ବକପ ଦଳ ଘୋଷଣା

ଆସନ୍ତା ଜୁଲାଇ 1ରୁ ସ୍ପେନ ଓ ନେଦରଲାଣ୍ଡରେ ଆୟୋଜିତ ହେବ ମହିଳା ହକି ବିଶ୍ବକପ । ଏନେଇ ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ଦୀପଗ୍ରେସ ଉପଅଧିନାୟକା
ଦୀପଗ୍ରେସ ଉପଅଧିନାୟକା
author img

By

Published : Jun 22, 2022, 8:51 AM IST

ଭୁବନେଶ୍ବର: ଆସନ୍ତା ଜୁଲାଇ 1ରୁ ସ୍ପେନ ଓ ନେଦରଲାଣ୍ଡରେ ଆୟୋଜିତ ହେବ ମହିଳା ହକି ବିଶ୍ବ କପ । ଏନେଇ ଦଳ ଘୋଷଣା ହୋଇଛି । ଗୋଲକିପର ସବିତାଙ୍କୁ ଦଳର ଅଧିନାୟିକା ଏବଂ ଓଡିଶାର ଦୀପଗ୍ରେସଙ୍କୁ ଦଳର ଉପଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ଓଡିଶାରୁ ଏକମାତ୍ର ଖେଳାଳି ଭାବେ 18 ଜଣିଆ ଦଳରେ ସ୍ଥାନ ପାଇଛନ୍ତି ଦୀପଗ୍ରେସ ।

  • 🚨 BIG BREAKING 🚨

    Odisha Olympian Deep Grace Ekka has been selected in the Indian Women's Hockey Team for the FIH Women's Hockey World Cup Spain & Netherlands 2022.

    Deep has also been named the vice-captain of the team!

    Our best wishes to her for the World Cup 🙌 pic.twitter.com/lGJInJ4Abl

    — Odisha Sports (@sports_odisha) June 21, 2022 " class="align-text-top noRightClick twitterSection" data=" ">

ବିଶ୍ବକପ ଜୁଲାଇ 1ରୁ ଆରମ୍ଭ ହୋଇ 17 ତାରିଖରେ ଶେଷ ହେବ । ଭାରତ ପୁଲ ବି' ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଚୀନ ସହ ରହିଛି । ଜୁଲାଇ 3ରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ଭେଟିବ ଭାରତ । ଦୀପଗ୍ରେସଙ୍କୁ ବିଶ୍ବକପ ପାଇଁ ଓଡିଶା କ୍ରୀଡା ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

ଭାରତୀୟ ଦଳ: ଗୋଲକିପର ସବିତା ( ଅଧିନାୟିକା), ବିଚୁ ଦେବୀ, ଡିଫେଣ୍ଡସ-ଦୀପଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ମିଡଫିଲ୍ଡର ନିଶା, ସୁଶୀଳା ଚାନୁ, ମୋନିକା, ନେହା, ଜ୍ୟୋତି, ନଭଜୋତ କୌର, ସୋନିକା, ସଲିମା ଟେଟେ । ଫରୱାର୍ଡ-ବନ୍ଦନା କାଟାରିଆସ, ଲାଲରେମସିଆମି, ନଭନିତ କୌର, ଶର୍ମିଳା ଦେବୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.