ETV Bharat / sports

CWG 2022 DAY 4: ନଜର ପକାନ୍ତୁ ଆଜିର ଇଭେଣ୍ଟ ଉପରେ - ରାଜ୍ୟଗୋଷ୍ଠୀ କ୍ରୀଡା

22ତମ ରାଜ୍ୟଗୋଷ୍ଠୀ କ୍ରୀଡା ଆଜି (ସୋମବାର) ଚତୁର୍ଥ ଦିନରେ ପହଞ୍ଚିଛି । କଣ ରିହିଛି ଆଜିର କ୍ରୀଡାସୂଚୀ ନଜର ପକାନ୍ତୁ ।

CWG 2022 DAY 4
CWG 2022 DAY 4
author img

By

Published : Aug 1, 2022, 1:32 PM IST

ବର୍ମିଂହାମ: 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ଆଜି(ସୋମବାର) ଚତୁର୍ଥ ଦିନରେ ପହଞ୍ଚିଛି । ଭାରତୀୟ କ୍ରୀଡାବିତଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । 28 ଜୁଲାଇରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ଅଗଷ୍ଟ 8 ଯାଏ ଚାଲିବ । ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ କଣ କଣ ରହିଛି ଇଭେଣ୍ଟ ନଜର ପକାନ୍ତୁ ।

ନଜର ପକାନ୍ତୁ ଆଜିର କ୍ରୀଡାସୂଚୀ ଉପରେ...

ଅପରାହ୍ନ 1.00: ଇନ ବଲ: ମହିଳା ଦଳ ସେମି ଫାଇନାଲ

ଅପରାହ୍ନ 2.00: ଭାରୋଉତ୍ତୋଳନ 81 କିଲୋ ବର୍ଗ (ପୁରୁଷ): ଅଜୟ ସିଂହ

ଅପରାହ୍ନ 2.30: ଜୁଡୋ: ଏଲିମିନେସ ରାଉଣ୍ଡ-16 ସୁଚିତା (57କିଲୋ), ଜଶଲିନ ସିଂହ ସାଇନି (66କେଜି), ଶୁଶିଳା ଦେବୀ (48କିଲୋ), ବିଜୟ କୁମାର ଯାଦବ(60କିଲୋ)

ଅପରାହ୍ନ 3.30: ବ୍ୟାଡମିଣ୍ଟନ ମିକ୍ସଜ ଟିମ ସେମି ଫାଇନାଲ

ଅପରାହ୍ନ 3.13: ସନ୍ତରଣ: ପୁରୁଷ 100ମି. ବଟରଫ୍ଲାଏ (ସଜ୍ଜନ ପ୍ରକାଶ)

ଅପରାହ୍ନ 4.30: ସ୍କ୍ବାଶ: ମହିଳା ସିଙ୍ଗଲ୍ସ ପ୍ଲେଟ କ୍ବାର୍ଟର ଫାଇନାଲ ( ସୁନୟନା ସାରା କୁରୁଭିଲ୍ଲା)

ଅପରାହ୍ନ 4.45: ବକ୍ସିଂ: ଅମିତ ପଙ୍ଘାଲ (51କିଲୋ), ମହମ୍ମଦ ହୁସାମୁଦ୍ଦିନ (57କିଲୋ)

ଅପରାହ୍ନ 6.00: ସ୍କ୍ବାଶ: ଜେସ୍ନା ଚିନାପ୍ପା (କ୍ବାର୍ଟର ଫାଇନାଲ)

ଅପରାହ୍ନ 6.40: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ମହିଲା ଭଲ୍ଟ ଫାଇନାଲ (ପ୍ରଣତି ନାୟକ)

ଅପରାହ୍ନ 6.45:ସ୍କ୍ବାଶ: ସୌରଭ ଘୋଷାଲ(କ୍ବାର୍ଟର ଫାଇନାଲ)

ଅପରାହ୍ନ 6.52: ପୁରୁଷ 40କିମି ପଏଣ୍ଟ ରେସ:ନମନ କପିଳ, ଭେଙ୍କପ୍ପା କେଙ୍ଗୁଲାଗୁଟ୍ଟି

ରାତି 8.02: ପୁରୁଷ 1000ମି.ଟାଇମ ଟ୍ରାଏଲ: ରୋନାଲ୍ଡୋ

ରାତି 8.30: ପୁରୁଷ ହକି ଭାରତ ବନାମ ଇଂଲଣ୍ଡ

ରାତି 9.37: ସାଇକେଲିଂ: 10କିମି ମହିଳା ସ୍କ୍ରାଚ ରେସ (ମିନାକ୍ଷୀ)

ରାତି 11.00: ଭାରଉତ୍ତେଳନ (71କିଲୋ ମହିଳା) ହରଜିନ୍ଦର କୌର

ରାତି 11.30: ଟେବୁଲ ଟେନିସ: ଭାରତ ବନାମ ନାଇଜେରିଆ (ସେମି ଫାଇନାଲ) ରାତି 12.46: ପାରା ସନ୍ତରଣ: 50ମି, ଫ୍ରିଷ୍ଟାଇଲ ଏସ-7

ରାତି 1.00:ବକ୍ସିଂ: ଆଶିଷ କୁମାର (80କିଲୋ ବର୍ଗ)

ପ୍ରକାଶ ଥାଉ କି, କମୱେଲଥ ଗେମ୍ସରେ ଭାରତ ଏଯାବତ 6ଟି ପଦକ ହାସଲ କରିଛି । 3ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଗୋଟିଏ ବ୍ରୋଞ୍ଜ ପଦକ ରହିଛି । ଭାରୋଉତ୍ତୋଳନରେ ଭାରତକୁ ଏହି ସମସ୍ତ ପଦକ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.