ETV Bharat / sports

CWG 2022 Day 2: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଭେଟିଦେଲେ ମୀରାବାଈ ଚାନୁ - ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଭାରତକୁ ସ୍ବର୍ଣ୍ଣ

କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ।

CWG 2022 Day 2: ଭାରତକୁ ପ୍ରଥମ ସ୍ବର୍ଣ୍ଣ ଭେଟିଦେଲେ ମୀରାବାଈ ଚାନୁ

author img

By

Published : Jul 30, 2022, 10:48 PM IST

ବର୍ମିଂହାମ(ଇଂଲଣ୍ଡ): କମନୱେଲ୍‌ଥ ଗେମ୍ସ 2022(Commonwealth Games 2022 ) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ଭାରୋତ୍ତଳକ ମୀରାବାଈ ଚାନୁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ଭେଟି ଦେଇଛନ୍ତି । ୪୯ କେଜି ବର୍ଗ କ୍ଲିନ ଏବଂ ଜର୍କ ଇଭେଣ୍ଟରେ ଚାନୁ ଗୋଲ୍ଡ ଡିତିଛନ୍ତି ।

  • MIRABAI WINS GOLD 🥇@mirabai_chanu wins 1️⃣st Gold & 3️⃣rd Medal for 🇮🇳 at @birminghamcg22 🤩🤩 & her 3rd consecutive medal at CWG: 2 🥇1 🥈

    The Confident Mira lifted a total of 201 Kg (GR) in the Women's 49kg Finals🏋‍♂️ at #B2022

    Snatch- 88kg (GR)
    Clean & Jerk- 113kg (GR)
    1/1 pic.twitter.com/kI56gxxIqg

    — SAI Media (@Media_SAI) July 30, 2022 " class="align-text-top noRightClick twitterSection" data=" ">

ମୋଟ ୨୦୧ କେଜି ଉଠାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ବା କମନୱେଲ୍‌ଥ ଗେମ୍ସରେ ଭାରତର ମେଡାଲ ତାଲିକାରେ ତୃତୀୟ ମେଡାଲ ଯୋଡିଛନ୍ତି ଚାନୁ । ସେ ୮୮ କେଜି ଓଜନ ଉଠାଇ ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୭ କେଜି ଥିଲା । ଉଭୟ ସ୍ନାଚ ଓ କ୍ଲିନ ଆଣ୍ଡ ଜର୍କରେ ଚାନୁ ମୋଟ ୨୦୧ କେଜି ଓଜନ ଉଠାଇ ରେକର୍ଡ କରିବା ସହ ସ୍ବର୍ଣ୍ଣ ଜିତିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.