ETV Bharat / sports

CWG 2022: ଷ୍ଟିପଲଚେଜ୍‌ରେ ରୌପ୍ୟ ଜିତିଲେ ଅବିନାଶ ସାବଲେ

୩୦୦୦ ମିଟର ଷ୍ଟେପଲଚେଜରେ ଭାରତକୁ ସିଲଭର ମେଡାଲ ଭେଟି ଦେଇଛନ୍ତି ଅବିନାଶ ସାବଲେ । ମାତ୍ର ୮ ମିନିଟ ଓ ୧୧.୨୦ ସେକେଣ୍ଡରେ ୩୦୦୦ ମିଟର ଅତିକ୍ରମ କରି କଲେ ନ୍ୟାସନାଲ ରେକର୍ଡ । ଅଧିକ ପଢ଼ନ୍ତୁ

author img

By

Published : Aug 6, 2022, 5:16 PM IST

CWG 2022 Men's 3000m Steeplechase: ଭାରତକୁ ସିଲଭର ମେଡଲ ଭେଟି ଦେଲେ ଅଭିନାଶ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ମେଡାଲ । ଶନିବାର ୩୦୦୦ ମିଟର ଷ୍ଟେପଲଚେଜ ଇଭେଣ୍ଟରେ ଭାରତକୁ ସିଲଭର ମେଡାଲ ଭେଟି ଦେଇଛନ୍ତି ଅବିନାଶ ସାବଲେ । ମାତ୍ର ୮ ମିନିଟ ଓ ୧୧.୨୦ ସେକେଣ୍ଡରେ ଧାର୍ଯ୍ୟ ଦୂରତା ଅତିକ୍ରମ କରି ନିଜସ୍ବ ସର୍ବାଧିକ ରେକର୍ଡ କରିବା ସହ ନ୍ୟାସନାଲ ରେକର୍ଡ ମଧ୍ୟ କରିଛନ୍ତି ଅବିନାଶ । ତେବେ ସେ ସ୍ବର୍ଣ୍ଣ ପଦକ ଠାରୁ ମାତ୍ର ୦.୫ ସେକେଣ୍ଡ ପଛରେ ରହିଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.