ETV Bharat / sports

କ୍ରିକେଟ ଆରମ୍ଭ ସରକାରଙ୍କ ଉପରେ ନିର୍ଭର କରେ: ଷ୍ଟୁଆର୍ଟ ବ୍ରଡ

author img

By

Published : May 3, 2020, 6:23 PM IST

ଇଂଲଣ୍ଡରେ କ୍ରିକେଟ ଫେରିବା ନେଇ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡଙ୍କ ବଡ ବୟାନ । ବ୍ରଡ କହିଛନ୍ତି ଇଂଲଣ୍ଡରେ କ୍ରିକେଟ ଆରମ୍ଭ ନିଷ୍ପତ୍ତି ୟୁକେ ସରକାରଙ୍କ ଉପରେ ନିର୍ଭର କରୁଛି ।

Cricket return dependent on the government: Stuart  Broad
କ୍ରିକେଟ ଆରମ୍ଭ ସରକାରଙ୍କ ଉପରେ ନିର୍ଭରକରେ: ଷ୍ଟୁଆର୍ଟ ବ୍ରଡ

ଲଣ୍ଡନ: ଇଂଲଣ୍ଡରେ କ୍ରିକେଟ ଫେରିବା ନେଇ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡଙ୍କ ବଡ ବୟାନ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ସ୍ଥଗିତ ରହିଛି । ବ୍ରଡ କହିଛନ୍ତି ଇଂଲଣ୍ଡରେ କ୍ରିକେଟ ଆରମ୍ଭ ନିଷ୍ପତି ୟୁକେ ସରକାରଙ୍କ ଉପରେ ନିର୍ଭର କରୁଛି ।

କେବଳ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ(ECB) କ୍ରିକେଟ ଆରମ୍ଭ ନିଷ୍ପତ୍ତି ନେଇପାରିବ ନାହିଁ । ୟୁକେ ସରକାରକଙ୍କ ଏହି ନିଷ୍ପତିରେ ସହମତିର ଆବଶ୍ୟକତା ରହିଛି । ଇସିବି ପକ୍ଷରୁ ଜୁଲାଇ ପର୍ଯନ୍ତ ସମସ୍ତ ପ୍ରକାର କ୍ରିକେଟ ବାତିଲ ଘୋଷଣା ହୋଇଛି ।

ତେବେ ଇସିବି ଓ ଫିଟନେସ ଟିମ ଉପରେ ଭରଷା ଥିବା ବ୍ରଡ କହିଛନ୍ତି । ଖୁବଶ୍ରୀଘ୍ର ସମସ୍ତ ପ୍ରକାର ଉପଯୋଗୀ ନିଷ୍ପତ୍ତି ବୋର୍ଡ ପକ୍ଷରୁ ନିଆଯିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.