ହାଇଦ୍ରାବାଦ: କିମ୍ବଦନ୍ତୀ ଟେନିସ ଖେଳାଳି ସେରେନ ୱିଲିୟମ୍ସ ଲିୱିସ ହାମିଲଟିନଙ୍କୁ ନେଇ ରଖିଛନ୍ତି ବଡ ବୟାନ । ସେରେନା କହିଛନ୍ତି ହାମିଲଟନ ବର୍ତ୍ତମାନ ପିଢିର ମହାନତମ ଡ୍ରାଇଭର । ହାମିଲଟନ ନିଶ୍ଚିନ୍ତ ମାଇକେଲ ସ୍କୁମାକରଙ୍କ ରେକର୍ଡ ଭଙ୍ଗ କରିବେ ।



"ହାମିଲଟନ ଜଣେ ଚମ୍ପିଆନ ଖେଳାଳି, ତାଙ୍କୁ ଖୁବ ନିକଟରୁ ଜାଣିଛି, ଅଭ୍ୟାସ ସମୟରେ ସେ କଠିନ ପରିଶ୍ରମ କରିଥାନ୍ତି" f1 ଅଫିସିଆଲ ଆକାଉଣ୍ଟରେ ସେୟାର କରାଯାଇଥିବା ଭିଡିଓରେ ଏହା କହିଛନ୍ତି ସେରେନା ।
-
The Russian Grand Prix could see @LewisHamilton equal Michael @schumacher's all-time record for race victories 🤝#RussianGP 🇷🇺 #F1 pic.twitter.com/WzxVyi4Oy9
— Formula 1 (@F1) September 27, 2020 " class="align-text-top noRightClick twitterSection" data="
">The Russian Grand Prix could see @LewisHamilton equal Michael @schumacher's all-time record for race victories 🤝#RussianGP 🇷🇺 #F1 pic.twitter.com/WzxVyi4Oy9
— Formula 1 (@F1) September 27, 2020The Russian Grand Prix could see @LewisHamilton equal Michael @schumacher's all-time record for race victories 🤝#RussianGP 🇷🇺 #F1 pic.twitter.com/WzxVyi4Oy9
— Formula 1 (@F1) September 27, 2020
-
"He has such a champion's mindset"
— Formula 1 (@F1) September 27, 2020 " class="align-text-top noRightClick twitterSection" data="
23-time Grand Slam champion @serenawilliams pays tribute to her friend @LewisHamilton ahead of what could be a momentous day #RussianGP 🇷🇺 #F1 pic.twitter.com/AkWWDGxmGu
">"He has such a champion's mindset"
— Formula 1 (@F1) September 27, 2020
23-time Grand Slam champion @serenawilliams pays tribute to her friend @LewisHamilton ahead of what could be a momentous day #RussianGP 🇷🇺 #F1 pic.twitter.com/AkWWDGxmGu"He has such a champion's mindset"
— Formula 1 (@F1) September 27, 2020
23-time Grand Slam champion @serenawilliams pays tribute to her friend @LewisHamilton ahead of what could be a momentous day #RussianGP 🇷🇺 #F1 pic.twitter.com/AkWWDGxmGu
ହାମିଲଟନ ରୁଷିଆନ ଗ୍ରାଣ୍ଡ ପ୍ରିକ୍ସ ପୂର୍ବରୁ 96ତମ ପୋଲ ସ୍ଥାନ ନେଇଛନ୍ତି । ରବିବାର ମୁକାବିଲାରେ ସ୍କୁମାକରଙ୍କ ରେକର୍ଡ 91ତମ ଟାଇଟେଲ ବିଜୟକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଫର୍ମୁଲା ୱାନ କ୍ୟାରିୟରରେ ହାମିଲଟନ 90ଥର ବିଜୋତ ହୋଇସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ