ETV Bharat / sports

ରାଜ୍ୟଗୋଷ୍ଠୀ ଟେବୁଲଟେନିସ: ଅର୍ଚ୍ଚନା କାମଥଙ୍କ ସହ ସିଧାକଥା - archan kamath

ଅର୍ଚ୍ଚନାଙ୍କ କହିବା ଅନୁସାରେ ମ୍ୟାଚ 3-0ରେ ଶେଷ ହୋଇଥିଲେ ମଧ୍ୟ ବିପକ୍ଷ ଇଂଲଣ୍ଡ ଦଳ ଖୁବ ଶକ୍ତିଶାଳୀ ଥିଲା । ଅନ୍ୟପକ୍ଷରେ କଟକର ଘରୋଇ ପରିବେଶରେ ଖେଳିବା ଆମ ପାଇଁ ଲାଭଦାୟକ ହୋଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Jul 19, 2019, 9:35 PM IST

କଟକ: 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତାରେ ଦେଖିବାକୁ ମିଳିଛି ଭାରତୀୟ ଦଳର ଦବଦବା । ପ୍ରତିଯୋଗିତାରେ ଫାଇନାଲରେ ବିଜୟ ହୋଇ ସ୍ୱର୍ଣ୍ଣ ଜିତିଛି ଭାରତୀୟ ମହିଳା ଦଳ । ତେବେ ପ୍ରତିଯୋଗିତାର ଟିମ ଇଭେଣ୍ଟରେ ଏହା ଦଳର ପ୍ରଥମ ସ୍ୱର୍ଣ୍ଣ ହୋଇଛି । ତେବେ ଏହି ଅବସରରେ ଆମ ପ୍ରତିନିଧି ଭାରତୀୟ ମହିଳ ଦଳର ଖେଳାଳି ଅର୍ଚ୍ଚନା କମଥଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଅର୍ଚ୍ଚନାଙ୍କ କହିବା କଥା, ମ୍ୟାଚ 3-0ରେ ଶେଷ ହୋଇଥିଲେ ମଧ୍ୟ ବିପକ୍ଷ ଇଂଲଣ୍ଡ ଦଳ ଖୁବ ଶକ୍ତିଶାଳୀ ଥିଲା । ଅନ୍ୟପକ୍ଷରେ କଟକର ଘରୋଇ ପରିବେଶରେ ଖେଳିବା ଆମ ପାଇଁ ଲାଭ ଦାୟକ ହୋଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:no need

Body:no need

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.