ETV Bharat / sports

‘କ୍ରୀଡା ଓ ପୋଲିସ ଉଭୟ ପରସ୍ପର ବନ୍ଧୁ’ - କେନ୍ଦୁଝର ବାଟାଲିୟନ ଦ୍ୱିତୀୟ

76ତମ ରାଜ୍ୟ ପୋଲିସ କବାଡି ଓ ଅଷ୍ଟମ ହ୍ୟାଣ୍ଡବଲ ପ୍ରତିଯୋଗୀତା ଶେଷ ହୋଇଛି । ଉଭୟ କବାଡି ଏବଂ ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଷଷ୍ଠ ଓ.ଏସ.ଏ.ପି ବାଟାଲିୟନ ଦଳ ଚାମ୍ପିୟନ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Oct 25, 2019, 8:19 PM IST

କଟକ: ଶେଷ ହୋଇଛି 76ତମ ରାଜ୍ୟ ପୋଲିସ କବାଡି ଓ ଅଷ୍ଟମ ହ୍ୟାଣ୍ଡବଲ ପ୍ରତିଯୋଗୀତା । କଟକ ଷଷ୍ଠ ଓ.ଏସ.ଏ.ପି ବାଟାଲିୟନ ପରିସରରେ ଚାଲିଥିବା ଏହି ପୋଲିସ କ୍ରୀଡା ଶୁକ୍ରବାର ଶେଷ ହୋଇଛି । ସ୍ୱତନ୍ତ୍ର ପୋଲିସ ଡିଜି ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତେବେ ପୋଲିସ ଓ କ୍ରୀଡା ମଧ୍ୟରେ ବନ୍ଧୁତା ସର୍ବଦା ରହିଥାଏ ବୋଲି କହିଥିଲେ ଛାବ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ
ଏହି ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଷଷ୍ଠ ଓ.ଏସ.ଏ.ପି ବାଟାଲିୟନ ଦଳ ଚାମ୍ପିୟନ ହୋଇଥିଲା । ଦ୍ୱିତୀୟ ସ୍ଥାନରେ ଦ୍ୱିତୀୟ ଏସ ଏସ ବାଟାଲିୟନ କେନ୍ଦୁଝର ରହିଥିଲା । ସେହିପରି କବାଡି ପ୍ରତିଯୋଗୀତାରେ ଷଷ୍ଠ ଓ.ଏସ.ଏ.ପି ବାଟାଲିୟନ ଦଳ ଚମ୍ପିୟାନ ହୋଇଥିଲା ବେଳେ ସମ୍ବଲପୁର 2ୟ ସ୍ଥାନ ଅକ୍ତିଆର କରିଥିଲା । ଚଳିତବର୍ଷ କମିଶନରେଟକୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ କରାଯାଇଛି । ଗତ 18 ତାରିଖ ରୁ ଆରମ୍ଭ ହୋଇଥିବା ଏହି ପୋଲିସ ଗେମ ଇଭେଣ୍ଟରେ ମୋଟ 25 ଦଳ କବାଡି ରେ ଓ 10 ଟି ଦଳ ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ।କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସରିଲା 76ତମ ରାଜ୍ୟ ପୋଲିସ କବାଡି ଓ ଅଷ୍ଟମ ହ୍ୟାଣ୍ଡବଲ ପ୍ରତିଯୋଗୀତା । କଟକ ଷଷ୍ଠ ଓ.ଏସ.ଏ.ପି ବାଟାଲୀୟନ ପରିସର ରେ ଚାଲିଥିବା ଏହି ପୋଲିସ କ୍ରୀଡା ଆଜି ଆନୁଷ୍ଠାନିକ ଭାବରେ ଶେଷ ହୋଇଛି । ସ୍ୱତନ୍ତ୍ର ପୋଲିସ ଡିଜି ମନୋଜ ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଖେଳାଳି ଓ ଦଳ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ତେବେ ପୋଲିସ ଓ କ୍ରୀଡା ମଧ୍ୟରେ ବନ୍ଧୁତା ସର୍ଵଦା ରହିଥାଏ ବୋଲି କହିଥିଲେ ଶ୍ରୀ ଛାବ୍ରା ।

ଏହି ପ୍ରତିଯୋଗୀତା ରେ ହ୍ୟାଣ୍ଡଵଲ କ୍ରୀଡା ରେ ଷଷ୍ଠ ଓ.ଏସ.ଏ.ପି ବାଟାଲୀୟନ ଦଳ ଚାମ୍ପିୟନ ହୋଇଥିଲା ବେଳେ ଦ୍ୱିତୀୟ ସ୍ଥାନ ରେ ରହିଥିଲେ ଦ୍ୱିତୀୟ ଏସ ଏସ ବାଟେଲିୟନ କେନ୍ଦୁଝର । ସେହିପରି କବାଡି ପ୍ରତିଯୋଗୀତା ରେ ଷଷ୍ଠ ଓ.ଏସ.ଏ.ପି ବାଟାଲୀୟନ ଦଳ ଚମ୍ପିୟାନ ହୋଇଥିଲା ବେଳେ ସମ୍ବୁଳପୁର ଜିଲା ଦଳ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲା ।ଚଳିତବର୍ଷ କମିଶନରେଟ ବି ଦଳ କୁ ଶ୍ରେଷ୍ଠ ଶୃଂଖଳିତ ଦଳ ଭାବେ ପୁରସ୍କୃତ କରାଯାଇଛି ।

ଗତ 18 ତାରିଖ ରୁ ଆରମ୍ଭ ହୋଇଥିବା ଏହିପୋଲିସ ଗେମ ଇଭେଣ୍ଟ ରେ ମୋଟ 25 ଦଳ କବାଡି ରେ ଓ 10 ଟି ଦଳ ହ୍ୟାଣ୍ଡଵଲ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିଥିଲେ ।

Body:no need

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.