ETV Bharat / sports

ବକ୍ସିଂ ଅଲମ୍ପିକ କ୍ବାଲିଫାୟାର: ଡିସେମ୍ବରରେ ମହିଳା ବକ୍ସରଙ୍କ ଟ୍ରାଏଲ

author img

By

Published : Nov 10, 2019, 11:53 AM IST

ବକ୍ସିଂରେ 2020 ଟୋକିଓ ଅଲମ୍ପିକ ପାଇଁ ପ୍ରସ୍ତୁତି ଆରମ୍ଭ । ଡିସେମ୍ବର 29-30 2ଦିନ ଧରି ସମସ୍ତ ମହିଳା ବର୍ଗର ଟ୍ରାଏଲ ଆରମ୍ଭ ହେବ । ଏନେଇ କ୍ରୀଡା ଓ ଶ୍ରେଷ୍ଠ ପ୍ରଦର୍ଶନ ନିର୍ଦ୍ଦେଶକ ସାନ୍ତିଆଗୋ ନୈଭା ସୂଚନା ଦେଇଛନ୍ତି ।

ଡିଜାଇନ ଫଟାେ

ହାଇଦ୍ରାବାଦ: ବକ୍ସିଂରେ 2020 ଟୋକିଓ ଅଲମ୍ପିକ ପାଇଁ ପ୍ରସ୍ତୁତି ଆରମ୍ଭ । ଗୋଟିଏ ପରେ ଗୋଟିଏ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏହି କ୍ରମରେ ଭାରତୀୟ ବକ୍ସିଂ ସାମିଲ ହୋଇଛି । ଡିସେମ୍ବର 29-30 2ଦିନ ଧରି ସମସ୍ତ ମହିଳା ବର୍ଗର ଟ୍ରାଏଲ ଆରମ୍ଭ ହେବ । ଏନେଇ କ୍ରୀଡା ଓ ଶ୍ରେଷ୍ଠ ପ୍ରଦର୍ଶନ ନିର୍ଦ୍ଦେଶକ ସାନ୍ତିଆଗୋ ନୈଭା ସୂଚନା ଦେଇଛନ୍ତି ।

Boxing's Olympic Qualifiers
ଟାେକିଓ ଅଲମ୍ପିକ

ଭାରତୀୟ ବକ୍ସିଂ ଫେଡେରେସନ ସଭାପତି(BFI) ଅଜୟ ସିଂହ 6 ଥରର ଚମ୍ପିଆନ ମେରି କମ ଟ୍ରାଏଲରେ ଭାଗ ନେବେ ନାହିଁ ବୋଲି କହିଥିଲେ । କାରଣ ବିଶ୍ବ ବକ୍ସିଂ ଚମ୍ପିଆନସିପ ଫାଇନାଲରେ ଖେଳିଥିବା ବକ୍ସର ସିଧାସଳଖ ଅଲମ୍ପିକ ଯୋଗ୍ୟତା ହାସଲ କରିବାର ନିୟମ ରହିଛି । ତେବେ 5ଟି ଅଲମ୍ପିକ ବର୍ଗରେ ଭାରତୀୟ ମହିଳା ବକ୍ସର ପ୍ରସ୍ତୁତ ହୋଇଛନ୍ତି । ଆସନ୍ତା ବର୍ଷ ଫେବୃୟାରୀରେ ଚାଇନାରେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

Boxing's Olympic Qualifiers
ମେରି କମ

51 କିଲୋଗ୍ରାମ, 60 କିଲୋଗ୍ରାମ, 64 କିଲୋଗ୍ରାମ, 69 କିଲୋଗ୍ରାମ ଓ 75 କିଲୋଗ୍ରାମ ବର୍ଗରେ ସମସ୍ତ ମହିଳା ବକ୍ସରଙ୍କ ଟ୍ରାଏଲ ହେବ । 51 କିଲୋଗ୍ରାମ ବର୍ଗରେ ମେରିକମ ଓ 69 କିଲୋଗ୍ରାମ ବର୍ଗରେ ଲଭଲିନା ବୋରଗୋହୈନ ବ୍ରୋଞ୍ଜ ବିଜେତା ହୋଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.