ETV Bharat / sports

କଟକ ଦେଖିବ ବିଗ ବାଉଟ ବକ୍ସିଂ ଲିଗ, 2ରୁ ଖେଳିବ ଓଡିଶା ୱାରିଅର୍ସ - ବକ୍ସିଂ ନ୍ୟୁଜ

ରାଜ୍ୟରେ ସ୍ପୋର୍ଟସ ମେଗା ଇଭେଣ୍ଟମାନ ବେଶ୍‌ ସଫଳତା ସହ ଆୟୋଜନ କରୁଛି ଓଡିଶା ସରକାର । ଏବେ ପୁଣି କଟକ ଦେଖିବ ଆଉ ଏକ ମେଗା ଇଭେଣ୍ଟ । ବିଗ ବାଉଟ ଵକ୍ସିଂ ଲିଗ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ ।

big-bout-boxing
author img

By

Published : Nov 21, 2019, 2:09 PM IST

Updated : Nov 21, 2019, 2:19 PM IST

କଟକ: ସିଲଭରସିଟିକୁ ପୁଣି ଫେରିଲା ସ୍ପୋର୍ଟସ ମେଗା ଇଭେଣ୍ଟ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ ବିଗ ବାଉଟ ଵକ୍ସିଂ ଲିଗ । ଆଇପିଏଲ , ପ୍ରୋ କବାଡି ଲିଗ ଭଳି ଏହି ମ୍ୟାଚ ମଧ୍ୟ ଖେଳାଯିବ । ଓଡିଶା ୱାରିଅର୍ସ କଟକରେ ଆସନ୍ତା 2 ରୁ 8 ତାରିଖ ପର୍ଯ୍ୟନ୍ତ ମ୍ୟାଚ ସବୁ ଖେଳିବ ।

ତେବେ କଟକରେ ଭରପୁର ଆନନ୍ଦ ଉଠାଇବେ ଦର୍ଶକ ଓ କ୍ରୀଡାପ୍ରେମୀ । 2ଦିନ ପୂର୍ବରୁ ଭାରତୀୟ ଵକ୍ସିଂ ମହାସଂଘ ଆସି ଇଣ୍ଡୋର ଷ୍ଟାଡିୟମକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଆସନ୍ତା ମାସ 2 ତାରିଖ ରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା । ଭାରତର 3ଟି ସହର ଦିଲ୍ଲୀ , ଲୁଧିଆନା ଓ କଟକରେ ସମସ୍ତ ମ୍ୟାଚ ଖେଳାଯିବା ନେଇ ଲକ୍ଷ୍ୟ ରଖିଛି ଭାରତୀୟ ଵକ୍ସିଂ ମହାସଂଘ ।

ସମୁଦାୟ 6 ଟି ଦଳ ଏହି ମେଗା ଇଭେଣ୍ଟରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଓଡିଶା ୱାରିଅର୍ସ ,ପଞ୍ଜାବ ରୟାଲସ, ଅଦାନି ଗୁଜୁରାଟ ,ବେଙ୍ଗାଲୁରୁ ବ୍ରଲର୍ସ , ବମ୍ବେ ବୁଲେଟସ, ନର୍ଥଇଷ୍ଟ ରାଇନୋଜ । ପ୍ରତି ଦଳରେ 5ପୁରୁଷ,2 ମହିଳା ବକ୍ସର ରହିଛନ୍ତି । 7ଜଣ ଖେଳାଳି ମଧ୍ୟରେ 3 ବିଦେଶୀ ଖେଳାଳି ଅଛନ୍ତି ।

ଓଡିଶା ପ୍ରାଞ୍ଚାଇଜ ଓଡିଶା ୱାରିଅର୍ସ ତା'ର ସମସ୍ତ ମ୍ୟାଚ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଖେଳିବ । ଯାହା 2 ତାରିଖରୁ ଆରମ୍ଭ ହୋଇ 8 ତାରିଖ ରେ ସରିବ । ଓଡିଶା ୱାରିଅର୍ସ ଦଳରେ ନିଖତ ଜରିନ, ନମନ ତନୱାର ଓ ବୋରିସ ଆଞ୍ଜେଲସ ପ୍ରମୁଖ ଖେଳାଳି ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଵକ୍ସିଂ ସଂଘର ସମ୍ପାଦକ ଅନୀଲ ବୋହିଦର ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:କଟକ: ସିଲଭରସିଟି କୁ ପୁଣି ଫେରିଲା ସ୍ପୋର୍ଟସ ମେଗା ଇଭେଣ୍ଟ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଖେଳାଯିବ ବିଗ ବାଉଟ ଵକ୍ସିଂ ଲିଗ ।ଆଇପିଏଲ , ପ୍ରୋ କବାଡି ଲିଗ ଭଳି ଏହି ମ୍ୟାଚ ମଧ୍ୟ ଖେଳାଯିବ । ଯାହାର ଭରପୁର ଆନନ୍ଦ ଉଠାଇବେ ଦର୍ଶକ ଓ କ୍ରୀଡ଼ାପ୍ରେମୀ । କିଛିଦିନ ପୂର୍ବରୁ ଭାରତୀୟ ଵକ୍ସିଂ ଫେଡ୍ରେସନ ଆସି ଇଣ୍ଡୋର ଷ୍ଟାଡିଅମ କୁ ଗ୍ରୀନ ସିଗନାଲ ଦେଇଛି ।

ଆସନ୍ତା ମାସ 2 ତାରିଖ ରୁ ଆରମ୍ଭ ହୋଇ 21 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା । ଭାରତ ର 3ଟି ସହର ଦିଲୀ , ଲୁଧିଆନା ଓ କଟକ ରେ ସମସ୍ତ ମ୍ୟାଚ ଖେଳାଯିବା ନେଇ ଲକ୍ଷ୍ୟ ରଖିଚି ଭାରତୀୟ ଵକ୍ସିଂ ଫେଡ୍ରେସନ ।

ସମୁଡାୟ 6 ଟି ଦଳ ଏହି ମେଗା ଇଭେଣ୍ଟ ରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଓଡିଶା ୱାରିଅରର୍ସ ,ପଞ୍ଜାବ ରର୍ୟାଲସ, ଅଦାନି ଗୁଜୁରାଟ ,ବେଙ୍ଗାଳୁରୁ ବ୍ରଲର୍ସ , ବମ୍ବେ ବୁଲେଟସ ନର୍ଥଇଷ୍ଟ ରାଇନୋଜ ।

ଓଡିଶା ପ୍ରାଞ୍ଚାଇଜ ଓଡିଶା ୱାରୀଅର୍ସ ତାର ସମସ୍ତ ମ୍ୟାଚ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ରେ ଖେଳିବ । ଯାହା 2 ତାରିଖ ରୁ ଆରମ୍ଭ ହୋଇ 8 ତାରିଖ ରେ ସରିବ । ଓଡିଶା ୱାରୀଅର୍ସ ଦଳରେ ନିଖତ ଜରିନ, ନମନ ତନୱାର , ଓ ବୋରିସ ଆଞ୍ଜେଲସ ପ୍ରମୁଖ ଖେଳାଳି ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଵକ୍ସିଂ ସଂଘ ର ସମ୍ପାଦକ ଅନୀଲ ବୋହିଦର । Body:No needConclusion:
Last Updated : Nov 21, 2019, 2:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.