ETV Bharat / sports

ଫେବୃଆରୀ 2021ରେ ଭାରତୀୟ ବକ୍ସିଂ ଫେଡେରେସନ ନିର୍ବାଚନ - ବକ୍ସିଂ ଫେଡେରେସନ ନିର୍ବାଚନ

ଫେବୃଆରୀ 2021ରେ ହେବ ଭାରତୀୟ ବକ୍ସିଂ ଫେଡେରେସନ(BFI)ର ନିର୍ବାଚନ । ଅଧିକ ପଢନ୍ତୁ...

BFI AGM and election in February 2021
ଫେବୃଆରୀ 2021ରେ ଭାରତୀୟ ବକ୍ସିଂ ଫେଡେରେସନ ନିର୍ବାଚନ
author img

By

Published : Dec 24, 2020, 10:50 PM IST

ନୂଆଦିଲ୍ଲୀ: ଫେବୃଆରୀ 2021ରେ ହେବ ଭାରତୀୟ ବକ୍ସିଂ ଫେଡେରେସନ(BFI)ର ନିର୍ବାଚନ । ଗୁରୁବାର ଭିଡିଓ କନ୍ଫରେସିଂ ଜରିଆରେ ବୋର୍ଡର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବାର୍ଷିକ ସାଧାରଣ ବୈଠକ(AGM) ଓ ନିର୍ବାଚନ ଆୟୋଜନ ନେଇ ଆଲୋଚନା ହୋଇଛି । କାର୍ଯ୍ୟନିବାହୀ ପରିଷଦର ନୂତନ ଅଫିସର ନିର୍ବାଚିତ ହେବାନେଇ ଖସଡା ପ୍ରସ୍ତୁତି ହୋଇଛି ।

ବୈଠକରେ 33ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରର ବକ୍ସିଂ ଫେଡେରେସନ ପ୍ରତିନିଧି ବୈଠକରେ ସାମିଲ ହୋଇଥିଲେ । ସଭାପତି ଅଜୟ ସିଂ, ଜୟ କୋୱଲି, ହେମନ୍ତ କୁମାର କାଲିତା, ରାଜେଶ ଭଣ୍ଡାରୀ, ଅନିଲ କୁମାରା ବୋହିଦର, ନରେନ୍ଦ୍ର କୁମାର ନିରୱାନ, ଡକ୍ଟର ସିବି ରାଜେ, ଅମରଜିତ ସିଂ, ଅନିଲ କୁମାର ମିଶ୍ର, ଆଶିଷ ସେଲାର ଓ ରୋହିତ ଜୈନ ସାମିଲ ହୋଇଥିଲେ ।

ସମୟ ବିଷୟ ନେଇ ବୈଠକରେ ସବିଶେଷ ଆଲୋଚନା ପରେ, କାର୍ଯ୍ୟନିବାହୀ ପରିଷଦ ସଦସ୍ୟ ଓ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.