ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ଚଳିତ ଅଷ୍ଟ୍ରେଲିଆ ଓପନ ମହିଲା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ନାଓମି ଓସାକାଙ୍କ ପରାଜୟ । ଏହି ପରାଜୟ ସହ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚମ୍ପିଆନ ନାଓମି ଓସାକାଙ୍କ ଅଭିଯାନ ଶେଷ ହୋଇଛି । ଓସାକାଙ୍କ ବିପକ୍ଷରେ ଆମେରିକୀୟ ଯୁବ ଟେନିସ ଷ୍ଟାର ଅମଦା ଅନିସିମୋଭ ୩ ସେଟ୍ ବିଶିଷ୍ଟ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛନ୍ତି ।
-
"I lost, but I'm happy with how it went,"
— #AusOpen (@AustralianOpen) January 21, 2022 " class="align-text-top noRightClick twitterSection" data="
After suffering a painful 4-6 6-3 7-6[10-5] defeat to Amanda Anisimova, Naomi Osaka feels that she came out a winner nonetheless#AusOpen • #AO2022
">"I lost, but I'm happy with how it went,"
— #AusOpen (@AustralianOpen) January 21, 2022
After suffering a painful 4-6 6-3 7-6[10-5] defeat to Amanda Anisimova, Naomi Osaka feels that she came out a winner nonetheless#AusOpen • #AO2022"I lost, but I'm happy with how it went,"
— #AusOpen (@AustralianOpen) January 21, 2022
After suffering a painful 4-6 6-3 7-6[10-5] defeat to Amanda Anisimova, Naomi Osaka feels that she came out a winner nonetheless#AusOpen • #AO2022
ଏହାମଧ୍ୟ ପଢନ୍ତୁ: ଦ୍ବିତୀୟ ଦିନିକିଆରେ ଭାରତର ପରାଜୟ, ଟେଷ୍ଟ ପରେ ODI ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା
୨୦୧୯ ଅଷ୍ଟ୍ରେଲିଆ ଓପନର ଚତୁର୍ଥ ରାଉଣ୍ଡରେ ପହଞ୍ଚିଥିବା ୨୦ ବର୍ଷୀୟା ଅନିସିମୋଭ ବିଶ୍ବର ଷ୍ଟାର ଖେଳାଳି ନାଓମି ଓସାକାଙ୍କୁ ୪-୬, ୬-୩, ୭-୬(୫) ସେଟ୍ରେ ହରାଇ ବଡ ବିପର୍ଯ୍ୟୟ ଘଟାଇଛନ୍ତି । ଏହି ମୁକାବିଲା ୨ ଘଣ୍ଟା ୧୫ ମିନିଟ ଧରି ଖେଳାଯାଇଥିଲା । ଫଳରେ ପରବର୍ତ୍ତୀ ରାଉଣ୍ଡ-୧୬ରେ ଅନିସିମୋଭ, ଲୋକାଲ ଫେବରିଟ ଆସଲେ ବାର୍ଟିଙ୍କୁ ଭେଟିବେ । ଇଟାଲିର କାମିଲା ଜିଓର୍ଗିଙ୍କୁ ୬-୨, ୬-୩ ସେଟ୍ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ବାର୍ଟି ।