ETV Bharat / sports

Asian Games 2023: ଭାରତକୁ ଆଉ 2 ପଦକ, ସେଲିଂରେ ନେହା ଠାକୁରଙ୍କୁ ରୌପ୍ୟ ସହ ଇବାଦଙ୍କୁ କାଂସ୍ୟ

author img

By ETV Bharat Odisha Team

Published : Sep 26, 2023, 2:02 PM IST

Updated : Sep 26, 2023, 2:11 PM IST

ଏସୀୟ କ୍ରୀଡାରେ ବଢିଲା ପଦକ ସଂଖ୍ୟା । ସେଲିଂରେ ଭାରତ ନେହା ଠାକୁର ରୌପ୍ୟ ପଦକ ଜିିତିଥିବା ବେଳେ ଇବାଦ ଅଲ୍ଲୀ କାଂସ୍ୟ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ

Asian Games 2023
ସେଲିଂରେ ରୌପ୍ୟ ପଦକ ଜିତିଲେ ନେହା ଠାକୁର

ନୂଆଦିଲ୍ଲୀ: 19 ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ପଦକ ମିଳିଛି । ପଦକ ପରେ ପଦକ ଭେଟି ଦେଇ ଚାଲିଛନ୍ତି ଭାରତୀୟ କ୍ରୀଡ଼ାବିତ । ଏସୀୟ କ୍ରୀଡା ଚତୁର୍ଥ ଦିନରେ ବୋଟ ସେଲିଂ ବା ପୋତଚାଳନାରେ 2ଟି ପଦକ ମିଳିଛି । ମହିଳା ବୋଟ ସେଲିଂରେ ନେହା ଠାକୁର ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ବର୍ଗରେ ଇବାଦ ଅଲ୍ଲୀ କାଂସ୍ୟ ମେଡାଲ ଜିତିଛନ୍ତି । ଚତୁର୍ଥ ଦିନରେ ଭାରତ ଆଉ 2 ପଦକ ହାସଲ କରିଛି ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା 13ରେ ପହଞ୍ଚିଛି ।

  • 🥈🌊 Sailing Success!

    Neha Thakur, representing India in the Girl's Dinghy - ILCA 4 category, secured the SILVER MEDAL at the #AsianGames2022 after 11 races⛵

    This is India's 1️⃣st medal in Sailing🤩👍

    Her consistent performance throughout the competition has earned her a… pic.twitter.com/0ybargTEXI

    — SAI Media (@Media_SAI) September 26, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games: ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛା

ଆଜି ଗୋଟିଏ ଦିନରେ ଭାରତକୁ ବୋଟ ସେଲିଂରେ ଦୁଇଟ ପଦକ ମିଳିଛି । ମହିଳା ବର୍ଗରେ ନେହା ଠାକୁର ରୌପ୍ୟ ପଦକ ଜିତିଛନ୍ତି । ସେହପରି ପୁରୁଷ ବୋଟ ସେଲିଂରେ ଇବାଦ ଅଲ୍ଲୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଇବାଦ ଆରଏସ ଏକ୍ସ ପୁରୁଷ କାଟାଗୋରୀରେ ତାଙ୍କ ଦକ୍ଷତା ଦେଖାଇଥିଲେ । ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ସେହିପରି ମହିଳା କାଟାଗୋରୀ ଆଇଏଲସିଏଲ 4ରେ 11 ଥର ରେସ୍‌ ପରେ ରୌପ୍ୟ ପଦକ ଜିତିଥିଲେ 17 ବର୍ଷୀୟ ନେହା । ସେଲିଂରେ ଭାରତର ଏହା ପ୍ରଥମ ପଦକ । ନେହା ଓ ଇବାଦଙ୍କୁ ଏହି ସଫଳତା ପରେ ଶଭେଚ୍ଛାର ସୁଅ ଛୁଟିିଛି ।

  • 🇮🇳's Eabad Ali has set sail to success at the #AsianGames2022!🥉⛵

    He's won a BRONZE MEDAL in the RS:X Men category, showcasing his remarkable windsurfing skills. Let's celebrate this incredible achievement and the winds of victory in his favor! 🏆🇮🇳

    Kudos, Champ!!… pic.twitter.com/NbIHGwGGog

ଏହା ବି ପଢନ୍ତୁ...Asian Games 2023: ପୁରୁଷ ସୁଟିଂ ଟିମକୁ ସ୍ବର୍ଣ୍ଣିମ ସଫଳତା, ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ପଦକ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆୟୋଜକ ଚୀନ ମୋଟ 70 ପଦକ ସହ ଶୀର୍ଷରେ ରହିଛି । ଯେଉଁଥିରେ 40 ସ୍ବର୍ଣ୍ଣ, 21 ରୌପ୍ୟ ଓ 9ଟି ବ୍ରୋଞ୍ଜ ପଦକ ରହିଛି । ସେହିପରି କୋରିଆ 36 ପଦକ ସହ ଦ୍ବିତୀୟ ଓ ଜାପାନ 31 ପଦକ ସହ ତୃତୀୟ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Asian Games 2023: ହକିରେ ଜାରି ରହଛି ଜଲ୍‌ୱା, 16-1ରେ ସିଙ୍ଗାପୁରକୁ ହରାଇଲା ଭାରତ

ଚୀନର ହଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ତୃତୀୟ ଦିନରେ ଭାରତ 2ଟି ସ୍ବର୍ଣ୍ଣ ପଦକ ସହ 3ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା । ଭାରତୀୟ ମହିଳା କ୍ରିକେଟ ଦଳ ଫାଇନାଲରେ ଶ୍ରୀଲଙ୍କାକୁ 19 ରନରେ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏଯାବତ ଭାରତ 2ଟି ସ୍ବର୍ଣ୍ଣ, 4ଟି ରୌପ୍ୟ ଓ 7ଟି ବ୍ରୋଞ୍ଜ୍‌ ପଦକ ସହ 13ଟି ପଦର ପାଇଁ ଷଷ୍ଠ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ାରେ ଆଜି ସୁଟରଙ୍କ ଉପରେ ମଧ୍ୟ ନଜର ରହିଛି । ସୁଟର ପଦକ ଭେଟି ଦେବା ସମ୍ଭାବନା ଅଧିକ ରହିଛି ।

Last Updated : Sep 26, 2023, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.