ETV Bharat / sports

ଅଲମ୍ପିକ ଟିକେଟ ନିକଟତର ବକ୍ସର ଅମିତ ପଙ୍ଘଲ

author img

By

Published : Mar 7, 2020, 10:46 PM IST

ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲର ନିକଟବର୍ତ୍ତୀ ହୋଇଛନ୍ତି ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲ । ବକ୍ସିଂ ଅଲମ୍ପିକ କ୍ବାଲିଫାୟାର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଅମିତ ।

Asian Boxing Olympic qualifiers
ଅଲମ୍ପିକ ଟିକେଟର ନିକଟତର ବକ୍ସର ଅମିତ ପଙ୍ଘଲ

ଅମାନ: ଟୋକିଓ ଅଲମ୍ପିକ ଯୋଗ୍ୟତା ହାସଲର ନିକଟବର୍ତ୍ତୀ ହୋଇଛନ୍ତି ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲ । ବକ୍ସିଂ ଅଲମ୍ପିକ କ୍ବାଲିଫାୟାର କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଅମିତ ।

ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ବିଜେତା ଅମିତ ପଙ୍ଘଲ 52 କିଲୋଗ୍ରାମ ବର୍ଗରେ ମଙ୍ଗୋଲିଆ ବକ୍ସର ଇନଖମନ୍ଦଖ ଖାର୍ଖୁଙ୍କୁ 3-2 ରେ ହରାଇଛନ୍ତି ।

Asian Boxing Olympic qualifiers
ଅଲମ୍ପିକ ଟିକେଟର ନିକଟତର ବକ୍ସର ଅମିତ ପଙ୍ଘଲ

ଏହି ବିଜୟ ସହ ଟୋକିଓ ଟିକେଟ ହାତେଇବାକୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ଅମିତ । ଏନେଇ ଭାରତୀୟ ବକ୍ସିଂ ଫେଡେରେସନ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.