ETV Bharat / sports

ଏସିଆନ କୁସ୍ତି ଚମ୍ପିଆନସିପ୍‌: ରବିଙ୍କୁ ସ୍ବର୍ଣ୍ଣ ଓ ବଜରଙ୍ଗ,ଗୌରଭ,ସତ୍ୟବ୍ରତଙ୍କୁ ରୌପ୍ୟ - ରବି ଦାହିୟାଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ କୁସ୍ତି ଚମ୍ପିଆନସିପ୍‌ରେ ଭାରତୀୟ କୁସ୍ତି ଯୋଦ୍ଧାଙ୍କ ରାଜ୍‌ । 57 କି.ଗ୍ରା ବର୍ଗରେ ରବି ଦହିୟା ଜିଣିଲେ ସ୍ବର୍ଣ୍ଣ ।

ASIA WRESTLING CHAMPIONSHIP
ASIA WRESTLING CHAMPIONSHIP
author img

By

Published : Feb 23, 2020, 3:58 AM IST

ନୂଆଦିଲ୍ଲୀ: ଏସିଆନ କୁସ୍ତି ଚମ୍ପିଆନସିପ୍‌ରେ ଭାରତୀୟ କୁସ୍ତି ଯୋଦ୍ଧାଙ୍କ ଶାନଦାର ପ୍ରଦର୍ଶନ । ଶନିବାର ଏସିଆନ କୁସ୍ତି ଚମ୍ପିଆନସିପପରେ ଭାରତୀୟ ପୁରୁଷ କୁସ୍ତି ଯୋଦ୍ଧାଙ୍କ ଦବଦବା ଦେଖିବାକୁ ମିଳିଛି । 57 କି.ଗ୍ରା ବର୍ଗରେ ରବି ଦହିୟା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ASIA WRESTLING CHAMPIONSHIP
ଫଟୋ ସୌଜନ୍ୟ:@Media_SAI

ଅନ୍ୟପଟେ ବଜରଙ୍ଗ ପୁନିଆ(65କି.ଗ୍ରା), ଗୌରଭ(79କି.ଗ୍ରା) ଓ ସତ୍ୟବ୍ରତ(97କି.ଗ୍ରା) ରୌପ୍ୟ ପଦକ ହାସଲ କରିଛନ୍ତି । ଶନିବାର ସନ୍ଧ୍ୟାରେ ନବୀନ(75କି.ଗ୍ରା) ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି ।

ଅନ୍ୟପଟେ ଭାରତୀୟ ମହିଳାମାନେ ନିଜ ନିଜ ବର୍ଗରେ 3 ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 3 କାଂସ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.