ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ଇତିହାସ ରଚିଲେ ବିଶ୍ବର ନମ୍ବର ୧ ମହିଳା ଟେନିସ ଖେଳାଳି ଆସଲେ ବାର୍ଟି । ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ଓପନ ଫାଇନାଲ ମୁକାବିଲାରେ ଡାନିଏଲ କଲିନ୍ସଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟେଲ(Australian Open women's title) ଜିତିଲେ ବାର୍ଟି । ୪୪ ବର୍ଷରେ ବାର୍ଟି ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଭାବେ ନିଜ ମାଟିରେ ଚମ୍ପିଆନ ହୋଇଛନ୍ତି । କ୍ରିସ୍ ଓ ନିଲ୍ ଏହାପୂର୍ବରୁ ଅଷ୍ଟ୍ରେଲିଆନ ଓପନ ସିଙ୍ଗଲ୍ସ ଟ୍ରଫି ଜିତିଥିଲେ ।
-
🖤💛❤️
— #AusOpen (@AustralianOpen) January 29, 2022 " class="align-text-top noRightClick twitterSection" data="
The moment Evonne Goolagong Cawley crowned @ashbarty the #AusOpen women's singles champion 🏆#AO2022 pic.twitter.com/ASBtI8xHjg
">🖤💛❤️
— #AusOpen (@AustralianOpen) January 29, 2022
The moment Evonne Goolagong Cawley crowned @ashbarty the #AusOpen women's singles champion 🏆#AO2022 pic.twitter.com/ASBtI8xHjg🖤💛❤️
— #AusOpen (@AustralianOpen) January 29, 2022
The moment Evonne Goolagong Cawley crowned @ashbarty the #AusOpen women's singles champion 🏆#AO2022 pic.twitter.com/ASBtI8xHjg
ଏହାମଧ୍ୟ ପଢନ୍ତୁ: Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା
ମହିଳା ଟେନିସ ସୁପରଷ୍ଟାର ବାର୍ଟି, ଫାଇନାଲରେ ଆମେରିକାର କଲିନ୍ସଙ୍କୁ ୬-୩, ୭-୬ରେ ହରାଇ ଟାଇଟେଲ ହାତେଇଛନ୍ତି । ଗତବର୍ଷ ୱିମ୍ବଲଡନ ଓ ୨୦୧୯ ରୋନାଲ୍ଡୋ ଗାରୋସ ଟାଇଟେଲ ପରେ ଅଷ୍ଟ୍ରେଲିଆ ଓପନ ବିଜୟ ବାର୍ଟିଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ହୋଇଛି । କ୍ରିସ୍ ଓ ନେଲ୍ ବର୍ଷ ୧୯୭୮ରେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିବା ପରଠାରୁ ଘରୋଇ ମାଟିରେ ଅଷ୍ଟ୍ରେଲୀୟ ମହିଳା ଭାବେ ବଡ ଟାଇଟେଲ ବିଜୟ ମରୁଡି ରହିଥିଲା ।
-
Win a Grand Slam on home soil? Completed it mate 🇦🇺🏆@ashbarty defeats Danielle Collins 6-3 7-6(2) to become the #AO2022 women’s singles champion.
— #AusOpen (@AustralianOpen) January 29, 2022 " class="align-text-top noRightClick twitterSection" data="
🎥: @wwos • @espn • @eurosport • @wowowtennis #AusOpen pic.twitter.com/TwXQ9GACBS
">Win a Grand Slam on home soil? Completed it mate 🇦🇺🏆@ashbarty defeats Danielle Collins 6-3 7-6(2) to become the #AO2022 women’s singles champion.
— #AusOpen (@AustralianOpen) January 29, 2022
🎥: @wwos • @espn • @eurosport • @wowowtennis #AusOpen pic.twitter.com/TwXQ9GACBSWin a Grand Slam on home soil? Completed it mate 🇦🇺🏆@ashbarty defeats Danielle Collins 6-3 7-6(2) to become the #AO2022 women’s singles champion.
— #AusOpen (@AustralianOpen) January 29, 2022
🎥: @wwos • @espn • @eurosport • @wowowtennis #AusOpen pic.twitter.com/TwXQ9GACBS