ETV Bharat / sports

ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ବିଶ୍ବ ନମ୍ବର ୧ ଆସଲେ ବାର୍ଟି

author img

By

Published : Jan 29, 2022, 5:10 PM IST

ଇତିହାସ ରଚିଲେ ବିଶ୍ବର ନମ୍ବର ୧ ମହିଳା ଟେନିସ ଖେଳାଳି ଆସଲେ ବାର୍ଟି(Ash Barty) । ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ଓପନ ଫାଇନାଲ ମୁକାବିଲାରେ ଡାନିଏଲ କଲିନ୍‌ସଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟେଲ ଜିତିଲେ ବାର୍ଟି । ଅଧିକ ପଢନ୍ତୁ

Ash Barty wins Australian Open women's title
ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ବିଶ୍ବ ନମ୍ବର ୧ ଆସଲେ ବାର୍ଟି

ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ଇତିହାସ ରଚିଲେ ବିଶ୍ବର ନମ୍ବର ୧ ମହିଳା ଟେନିସ ଖେଳାଳି ଆସଲେ ବାର୍ଟି । ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ଓପନ ଫାଇନାଲ ମୁକାବିଲାରେ ଡାନିଏଲ କଲିନ୍‌ସଙ୍କୁ ହରାଇ ମହିଳା ସିଙ୍ଗଲ୍ସ ଟାଇଟେଲ(Australian Open women's title) ଜିତିଲେ ବାର୍ଟି । ୪୪ ବର୍ଷରେ ବାର୍ଟି ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଭାବେ ନିଜ ମାଟିରେ ଚମ୍ପିଆନ ହୋଇଛନ୍ତି । କ୍ରିସ୍‌ ଓ ନିଲ୍‌ ଏହାପୂର୍ବରୁ ଅଷ୍ଟ୍ରେଲିଆନ ଓପନ ସିଙ୍ଗଲ୍ସ ଟ୍ରଫି ଜିତିଥିଲେ ।

ଏହାମଧ୍ୟ ପଢନ୍ତୁ: Odisha Open: ପରାସ୍ତ ହେଲେ ଓଡ଼ିଆ ଝିଅ ଶ୍ବେତପର୍ଣ୍ଣା ପଣ୍ଡା

ମହିଳା ଟେନିସ ସୁପରଷ୍ଟାର ବାର୍ଟି, ଫାଇନାଲରେ ଆମେରିକାର କଲିନ୍‌ସଙ୍କୁ ୬-୩, ୭-୬ରେ ହରାଇ ଟାଇଟେଲ ହାତେଇଛନ୍ତି । ଗତବର୍ଷ ୱିମ୍ବଲଡନ ଓ ୨୦୧୯ ରୋନାଲ୍ଡୋ ଗାରୋସ ଟାଇଟେଲ ପରେ ଅଷ୍ଟ୍ରେଲିଆ ଓପନ ବିଜୟ ବାର୍ଟିଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ହୋଇଛି । କ୍ରିସ୍‌ ଓ ନେଲ୍‌ ବର୍ଷ ୧୯୭୮ରେ ଅଷ୍ଟ୍ରେଲିଆନ ଓପନ ଟାଇଟେଲ ଜିତିବା ପରଠାରୁ ଘରୋଇ ମାଟିରେ ଅଷ୍ଟ୍ରେଲୀୟ ମହିଳା ଭାବେ ବଡ ଟାଇଟେଲ ବିଜୟ ମରୁଡି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.