ETV Bharat / sports

ପୁନେ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟକୁ ମିଳିଲା ଜାତୀୟ ଖେଳ ପ୍ରୋତ୍ସାହନ ପୁରସ୍କାର - Army Sports Institute, Pune

ପୁନେ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର-2020 ପ୍ରଦାନ କରିଛି ।

Rashtriya Khel Protsahan Puraskar 2020
Rashtriya Khel Protsahan Puraskar 2020
author img

By

Published : Aug 23, 2020, 8:08 PM IST

ନୂଆଦିଲ୍ଲୀ: ପୁନେ ଆର୍ମି ସ୍ପୋର୍ଟସ ଇନଷ୍ଟିଚ୍ୟୁଟକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର-2020 ପ୍ରଦାନ କରିଛି ।

ଏହି ଇନଷ୍ଟିଚ୍ୟୁଟ 1ଜୁଲାଇ 2001ରେ ମିଶନ ଅଲମ୍ପିକ୍ସ କାର୍ଯ୍ୟକ୍ରମର ଭାଗିଦାରୀ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଆର୍ମିରେ ଥିବା ପ୍ରତିଭାକୁ ତୀରନ୍ଦାଜ, ଆଥଲେଟିକ୍ସ, ବକ୍ସିଂ, ଡାଇଭିଂ, ଫେନ୍ସିଂ, ଭାରୋତ୍ତୋଳନ, କୁସ୍ତି ଆଦିରେ ଟ୍ରେନିଂ ଦେବା ଓ ଅଲମ୍ପିକ ପାଇଁ ପ୍ରସ୍ତୁତ କରିବା । ଏହି କ୍ରୀଡାବିତମାନଙ୍କୁ ବିଦେଶୀ ଓ ଭାରତୀୟ କୋଚ, ଫିଜିଓଲୋଜି,ସାଇକୋଲୋଜି,ବାୟୋମେକାନିକ୍ସ ଆହିର ବିଶେଷଜ୍ଞମାନେ ଗାଇଡ କରିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.