ପ୍ୟାରିସ୍: ଚଳିତ ତୀରନ୍ଦାଜ ବିଶ୍ବକପରେ ପଦକ ପୋଛି ନେଇଛନ୍ତି, ଭାରତୀୟ ଷ୍ଟାର ମହିଳା ତୀରନ୍ଦାଜ ଦୀପିକା କୁମାରୀ । ପ୍ରଥମେ ମହିଳା ରିକର୍ଭ ଟିମର ସଦସ୍ୟ ଭାବେ ସ୍ବର୍ଣ୍ଣ ବିଜୟିନୀ, ପରେ ସ୍ବାମୀ ତଥା ଷ୍ଟାର ପୁରୁଷ ତୀରନ୍ଦାଜ ଅତନୁ ଦାସଙ୍କ ସହ ମିଶି ମିକ୍ସଡ ରିକର୍ଭ ଟିମରେ ସ୍ବର୍ଣ୍ଣ ଜିତିବା ପରେ ମହିଳା ବ୍ୟକ୍ତିଗତ ରିକର୍ଭ ବର୍ଗରେ ମଧ୍ୟ ସ୍ବର୍ଣ୍ଣରେ ଚମକିଛନ୍ତି ଦୀପିକା । ଏଥିସହ ଭାରତକୁ ରବିବାର ତୃତୀୟ ସ୍ବର୍ଣ୍ଣ ଭେଟିଦେଇଛନ୍ତି ।
-
Gold for India!
— SAIMedia (@Media_SAI) June 27, 2021 " class="align-text-top noRightClick twitterSection" data="
The recurve #archery mixed team of @ImDeepikaK and @ArcherAtanu win the 🥇 at the Archery World Cup Stage 3 in Paris after a 5-3 win over the Netherlands.
Many congratulations!#Cheer4India pic.twitter.com/7rB2ouxsCI
">Gold for India!
— SAIMedia (@Media_SAI) June 27, 2021
The recurve #archery mixed team of @ImDeepikaK and @ArcherAtanu win the 🥇 at the Archery World Cup Stage 3 in Paris after a 5-3 win over the Netherlands.
Many congratulations!#Cheer4India pic.twitter.com/7rB2ouxsCIGold for India!
— SAIMedia (@Media_SAI) June 27, 2021
The recurve #archery mixed team of @ImDeepikaK and @ArcherAtanu win the 🥇 at the Archery World Cup Stage 3 in Paris after a 5-3 win over the Netherlands.
Many congratulations!#Cheer4India pic.twitter.com/7rB2ouxsCI
ପ୍ୟାରିସରେ ଚାଲିଥିବା ତୀରନ୍ଦାଜ ବିଶ୍ବକପରେ ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗର ଫାଇନାଲରେ ଋଷିଆର ଏଲିନା ଓସିପୋଭାଙ୍କୁ 6-0ରେ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
-
It’s a hat-trick for #Tokyo2020 bound archer @ImDeepikaK 🏹🏹 as she wins 🥇 at the women’s individual recurve at the Archery World Cup Stage 3 in Paris.
— SAIMedia (@Media_SAI) June 27, 2021 " class="align-text-top noRightClick twitterSection" data="
She had earlier today won gold in women’s team and mixed team event as well. #Cheer4India pic.twitter.com/unsC1T9f3M
">It’s a hat-trick for #Tokyo2020 bound archer @ImDeepikaK 🏹🏹 as she wins 🥇 at the women’s individual recurve at the Archery World Cup Stage 3 in Paris.
— SAIMedia (@Media_SAI) June 27, 2021
She had earlier today won gold in women’s team and mixed team event as well. #Cheer4India pic.twitter.com/unsC1T9f3MIt’s a hat-trick for #Tokyo2020 bound archer @ImDeepikaK 🏹🏹 as she wins 🥇 at the women’s individual recurve at the Archery World Cup Stage 3 in Paris.
— SAIMedia (@Media_SAI) June 27, 2021
She had earlier today won gold in women’s team and mixed team event as well. #Cheer4India pic.twitter.com/unsC1T9f3M
ପୂର୍ବରୁ ଦୀପିକା କୁମାରୀ, କୋମାଲିକା ବରି ଓ ଅଙ୍କିତା ଭକତଙ୍କୁ ନେଇ ଲଢିଥିବା ମହିଳା ରିକର୍ଭ ଟିମ ମଧ୍ୟ ମେକ୍ସିକୋକୁ ହରାଇ ସ୍ବର୍ଣ୍ଣ ପଦକ ହାତେଇଥିଲା । ଏହାପରେ ମିକ୍ସଡ ରିକର୍ଭ ଟିମ ଇଭେଣ୍ଟରେ ମଧ୍ୟ ଦୀପିକା-ଅତନୁ ଯୋଡି ନେଦରଲାଣ୍ଡସକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ