ETV Bharat / sports

ଋଷିଆନ ବକ୍ସିଂ: ସେମିଫାଇନାଲରେ ଅମିତ ପଙ୍ଘଲ

author img

By

Published : Apr 22, 2021, 4:34 PM IST

ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲ ଋଷିଆନ ବକ୍ସିଂ 52 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Amit Panghal reaches semifinal of Russian boxing event
ଋଷିଆନ ବକ୍ସିଂ: ସେମିଫାଇନାଲରେ ଅମିତ ପଙ୍ଘଲ

ନୂଆଦିଲ୍ଲୀ: ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲ ଋଷିଆନ ବକ୍ସିଂ ଇଭେଣ୍ଟର 52 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ଭାରତ ପାଇଁ ଏକ ପଦକ ନିଶ୍ଚିନ୍ତ କରିଛନ୍ତି । ତେବେ ଅନ୍ୟ 5 ଭାରତୀୟ ବକ୍ସର ପ୍ରଥମ ରାଉଣ୍ଡରେ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି ।

ଏସିଆନ ଗେମ୍‌ ଚମ୍ପିଆନ ହରିୟାଣା ବକ୍ସର ଅମିତ, ସ୍ଥାନୀୟ ଖେଳାଳି ତାମିର ଗଲନୋଭଙ୍କୁ 5-0ରେ ହରାଇ ଶ୍ରେଷ୍ଠ 4 ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ।

ମାତ୍ର ସୁମିତ ସଙ୍ଗୱାନ(81 କିଲୋଗ୍ରାମ), ମହମ୍ମଦ ହୁସାମୁଦ୍ଦିନ(57 କିଲୋଗ୍ରାମ), ନମନ ତନୱାର(91 କିଲୋଗ୍ରାମ), ଅଲମ୍ପିକ ପ୍ରସ୍ତୁତି କରୁଥିବା ଆଶିଷ କୁମାର(75 କିଲୋଗ୍ରାମ) ଓ ବିନୋଦ ତନୱାର (49 କିଲୋଗ୍ରାମ) ପ୍ରଥମ ରାଉଣ୍ଡରେ ପରାଜୟ ପରେ ବାଦ୍‌ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.