ETV Bharat / sports

ଫ୍ରେଞ୍ଚ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ସଞ୍ଜିତ-ଅମିତ-କବିନ୍ଦର

author img

By

Published : Oct 30, 2020, 10:23 PM IST

ଫ୍ରାନ୍ସର ନାଲଟେସ ଠାରେ ଖେଳାଯାଉଥିବା, ଆଲେକ୍ସିସ ଭାଷ୍ଟିନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ଅମିତ ପଙ୍ଘଲ, କବିନ୍ଦର ସିଂ ବିଷ୍ଟ ଓ ସଞ୍ଜିତ ।

Amit Panghal, Kavinder Bisht, Sanjeet enter finals of French boxing tourney
ଫ୍ରେଞ୍ଚ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ସଞ୍ଜିତ-ଅମିତ-କବିନ୍ଦର

ନୂଆଦିଲ୍ଲୀ: ଫ୍ରାନ୍ସର ନାଲଟେସ ଠାରେ ଖେଳାଯାଉଥିବା, ଆଲେକ୍ସିସ ଭାଷ୍ଟିନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ବକ୍ସର ଅମିତ ପଙ୍ଘଲ, କବିନ୍ଦର ସିଂ ବିଷ୍ଟ ଓ ସଞ୍ଜିତ ।

ତେବେ ସେମିଫାଇନାଲ ମୁକାବିଲାରେ 4ଥର ଏସିଆ ଚ଼ମ୍ପିଆନସିପ ପଦକ ବିଜେତା ଶିବା ଥାପ୍ପା (63 କିଗ୍ରା) ବର୍ଗରେ ପରାସ୍ତ ହେବା ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଲୋଉନିସ ହାମ୍ରାଓଇଙ୍କ ଠାରୁ 2-1 ସେଟରେ ଥାପ୍ପାଙ୍କୁ ପରାଜୟ ମିଳିଥିଲା ।

ଏସିଆନ ଚମ୍ପିଆନସିପ ରୌପ୍ୟ ବିଜେତା ତଥା ପୂର୍ବତନ ବିଶ୍ବ ଚମ୍ପିଆନସିପ କ୍ବାର୍ଟରଫାଇନାଲ ଖେଳିଥିବା କବିନ୍ଦର, 57 କିଗ୍ରା ବର୍ଗରେ ପ୍ରେଞ୍ଚର ବେନିକ ଜର୍ଜ ମେଲକୁମିଆନଙ୍କୁ 3-0ରେ ହରାଇଛନ୍ତି ।

ଅନ୍ୟପଟେ ଇଣ୍ଡିଆ ଓପନ ସ୍ବର୍ଣ୍ଣ ବିଜେତା ସଞ୍ଜିତ, 91 କିଗ୍ରା ବର୍ଗରେ ଆମେରିକାର ସେରଡ ଫୁଲଘମଙ୍କୁ 2-1ରେ ହରାଇଛନ୍ତି । ବିଶ୍ବ ଚମ୍ପିଆନସିପ ରୌପ୍ୟ ପଦକ ବିଜେତା ଆମେରିକାର କ୍ରିଷ୍ଟୋଫର ହେରେରାଙ୍କୁ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.