ଭୁବନେଶ୍ବର: କିଟ୍ ଷ୍ଟାଡିୟମରେ ଆୟୋଜିତ ହେବ ଅଷ୍ଟମ ସିନିଅର ଜାତୀୟ ରଗ୍ବୀ ସେଭେନ୍ସ ଚମ୍ପିଆନ୍ସିପ୍( 8th Senior National Rugby Sevens Championships ) । ଡିସେମ୍ବର ୧୭ ତାରିଖରୁ ୧୯ ଯାଏଁ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୭ଟି ଦଳ ଅଂଶ ଗ୍ରହଣ କରିବେ । ଏହାକୁ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
-
📢 ANNOUNCEMENT #Odisha to host 8th Senior National Rugby Sevens Championships from 17-19 December, 2021.
— Odisha Sports (@sports_odisha) December 16, 2021 " class="align-text-top noRightClick twitterSection" data="
✅ Biggest national rugby event ever hosted by IRFU till date!
✅ A total of 2️⃣7️⃣ states and affiliated units of IRFU will vie for top honors at these championships. pic.twitter.com/hCKO3dAapd
">📢 ANNOUNCEMENT #Odisha to host 8th Senior National Rugby Sevens Championships from 17-19 December, 2021.
— Odisha Sports (@sports_odisha) December 16, 2021
✅ Biggest national rugby event ever hosted by IRFU till date!
✅ A total of 2️⃣7️⃣ states and affiliated units of IRFU will vie for top honors at these championships. pic.twitter.com/hCKO3dAapd📢 ANNOUNCEMENT #Odisha to host 8th Senior National Rugby Sevens Championships from 17-19 December, 2021.
— Odisha Sports (@sports_odisha) December 16, 2021
✅ Biggest national rugby event ever hosted by IRFU till date!
✅ A total of 2️⃣7️⃣ states and affiliated units of IRFU will vie for top honors at these championships. pic.twitter.com/hCKO3dAapd
ପୂର୍ବରୁ କିଟ୍ ଷ୍ଟାଡିୟମରେ ସଫଳତାର ସହ ଜୁନିଅର ରଗବୀ ଚମ୍ପିଆନ୍ସିପ୍ ଆୟୋଜନ କରି ସାରିଛି ଓଡ଼ିଶା । ଜାତୀୟ ରଗବୀ ଫୁଟବଲ୍ ସଂଘ(Indian rugby football union) ପକ୍ଷରୁ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ।
ଜାତୀୟ ରଗବୀ ଫୁଟବଲ୍ ସଂଘ ଦ୍ବାରା ଅନୁବନ୍ଧିତ ଏହି ଚମ୍ପିଆନ୍ସିପ୍ରେ ମୋଟ ୨୭ଟି ରାଜ୍ୟ ଟାଇଟଲ ହାତେଇବାକୁ ପ୍ରତିଦ୍ବନ୍ଦିତା କରିବେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ