ETV Bharat / sports

46 ତମ ରାଜ୍ୟ କବାଡି ପ୍ରତିଯୋଗିତା ଉଦଘାଟିତ

ଅନୁଗୋଳର ତାଳଚେର ସ୍ଥିତ TTPS ଶକ୍ତି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି 46 ତମ ଜୁନିୟର କବାଡି ପ୍ରତିଯୋଗିତା।

46th inter state kabaddi tournament starts
46 ତମ ରାଜ୍ୟ କବାଡି ପ୍ରତିଯୋଗିତା ଉଦଘାଟିତ
author img

By

Published : Dec 13, 2019, 1:52 PM IST

ଅନୁଗୋଳ: ଜିଲ୍ଲାର ତାଳଚେର ସ୍ଥିତ TTPS ଶକ୍ତି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି 46 ତମ ଜୁନିୟର କବାଡି ପ୍ରତିଯୋଗିତା । ବାଳକ ବିଭାଗରେ 25ଟି ଓ ବାଳିକା ବିଭାଗରେ ଭାଗ ନେଇଛନ୍ତି 17ଟି ଦଳ । ଶୁକ୍ରାବାରଠୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଆରମ୍ଭ 14 ତାରିଖ ଯାଏଁ ଚାଲିବ ଏହି ପ୍ରତିଯୋଗିତା।

46 ତମ ରାଜ୍ୟ କବାଡି ପ୍ରତିଯୋଗିତା ଉଦଘାଟିତ

ଏହି ପ୍ରତିଯୋଗିତା ପ୍ରଥମ ମ୍ୟାଚ ଅନୁଗୋଳ ଓ ରାଉରକେଲା ବାଳକ ଟିମ ମଧ୍ୟରେ ହୋଇଥିଲା ବେଳେ ରାଉରକେଲା ଟିମ ବିଜୟୀ ହୋଇଥିଲା । ସେହିଭଳି ବାଳିକା ମ୍ୟାଚ ପୁରୀ ଓ ନୂଆପଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡା ବିଜୟୀ ହୋଇଛି । ତାଳଚେର ଉପ ଜିଲ୍ଲାପାଳ ପରେସ ନାଏକଙ୍କ ସହ TTPSର ଜିଏମ ଦେବେନ୍ଦ୍ରନାଥ ତିୱାରି ଅତିଥି ଭାବେ ଯୋଗ ଦେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରର ଶୁଭାରମ୍ଭ କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଚାଲିଛି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା। ବାଳକ ରେ 25 ବାଳିକା ରେ ଭାଗ ନେଇଛନ୍ତି 17 ଟି ଦଳ । 14 ତାରିଖ ଯାଏ ଚାଲିବ ପ୍ରତିଯୋଗିତା। Body:ଅନୁଗୋଳ ରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ46 ତମ ଜୁନିୟର କବାଡି ପ୍ରତିଯୋଗିତା । ଜିଲାର ତଳଚେର ରେ ଥିବା TTPS ଶକ୍ତି ଷ୍ଟାଡିୟମରେ ରେ ଏହି ରାଜ୍ୟସ୍ତରୀୟ ମ୍ୟାଚ ଆରମ୍ଭ ହୋଇଛି । ଏଥିରେ 25 ଟି ବାଳକ ଦଳ ସହ 17 ଟି ବାଳିକା ଦଳ ଭାଗ ନେଇଛନ୍ତି ।ଏହି ପ୍ରତିଯୋଗିତା ପ୍ରଥମ ମ୍ୟାଚ ଅନୁଗୋଳ ଓ ରାଉରକେଲା ବାଳକ ଟିମ ମଧ୍ୟରେ ହୋଇଥିଲା ବେଳେ ରାଉରକେଲା ଟିମ ବିଜୟୀ ହୋଇଥିଲା । ସେହିଭଳି ବାଳିକା ମ୍ୟାଚ ପୁରୀ ଓ ନୂଆପଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡା ବିଜୟୀ ହୋଇଛି । Conclusion:ତଳଚେର ଉପଜିଲାପାଳ ପରେସ ନାଏକ ଙ୍କ ସହ TTPS ର ଜିଏମ ଦେବେନ୍ଦ୍ର ନାଥ ତିୱାରି ଅତିଥି ଭାବେ ଯୋଗ ଦେଇ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ର ଶୁଭାରମ୍ଭ କରିଥିଲେ । ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.