ETV Bharat / sports

କୋରୋନା ଭାଇରସ: 2020 ଭାରତୀୟ ଓପନ ଗଲ୍ଫ ଟୁର୍ଣ୍ଣାମେଣ୍ଟ ବାତିଲ

author img

By

Published : Jul 3, 2020, 6:55 PM IST

ସ୍ବାସ୍ଥ୍ୟ ଓ ସୁରକ୍ଷା କାରଣରୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଗଲ୍ଫ ସଂଘ ପକ୍ଷରୁ 2020 ଭାରତୀୟ ଗଲ୍ଫ ଟୁର୍ଣ୍ଣାମେଣ୍ଟକୁ ବାତିଲ ଘୋଷଣା କରାଯାଇଛି ।

2020 Indian Open golf tournament cancelled due to COVID-19 pandemic
କୋରୋନା ଭାଇରସ: 2020 ଭାରତୀୟ ଓପନ ଗଲ୍ଫ ଟୁର୍ଣ୍ଣାମେଣ୍ଟ ବାତିଲ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ପାଇଁ ବାତିଲ ହେଲା ଆଉ ଏକ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । ସ୍ବାସ୍ଥ୍ୟ ଓ ସୁରକ୍ଷା କାରଣରୁ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଗଲ୍ଫ ସଂଘ ପକ୍ଷରୁ 2020 ଭାରତୀୟ ଓପନ ଗଲ୍ଫ ଟୁର୍ଣ୍ଣାମେଣ୍ଟକୁ ବାତିଲ ଘୋଷଣା କରାଯାଇଛି । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚରେ ସ୍ଥଗିତ ରଖାଯାଇଥିଲା ।

ଖେଳାଳି, ଦର୍ଶକ ଓ କର୍ମଚାରୀଙ୍କ ସୁରକ୍ଷା ସର୍ବୋପରି । ଫଳରେ ଏହି ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବାକୁ ନିଷ୍ପତି ନିଆଯାଇଥିବା କହିଛନ୍ତି, ଅବସରପ୍ରାପ୍ତ ଲେପ୍ଟନାଲ ଜେନେରାଲ ତଥା ଭାରତୀୟ ଗଲ୍ଫ ୟୁନିୟନର କାର୍ଯ୍ୟକାରୀ ସଭାପତି ଡି ଅନବୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.