ETV Bharat / sports

ରାଜଧାନୀରେ ପହଞ୍ଚିଲା ୟୁଏସଏ ଟିମ୍‌, କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ନେଇ ଉତ୍ସାହିତ - ୟୁଏସଏ ମହିଳା ହକି ଦଳ

ଆଜି ୟୁଏସଏ ମହିଳା ହକି ଦଳ ଆସି ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଭାରତ ବିପକ୍ଷରେ ଖେଳିବାକୁ ନେଇ ଉତ୍ସୁକ ଅଛନ୍ତି।

usa
author img

By

Published : Oct 25, 2019, 3:17 PM IST

ଭୁବନେଶ୍ବର: ଆସନ୍ତା ନଭେମ୍ବର 1ଓ 2ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ତେବେ ଶୁକ୍ରବାର ୟୁଏସଏ ମହିଳା ଦଳ ଆସି ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ଟିମ ଅଧିନାୟିକା କ୍ୟାଥଲିନ ସାର୍କେ କହିଛନ୍ତି ଯେ, ମ୍ୟାଚ ପାଇଁ ଆମ ଟିମ କଠିନ ପରିଶ୍ରମ କରିଛି।

ଭୁବନେଶ୍ବରରେ ପହଞ୍ଚିଲେ ୟୁଏସଏ ମହିଳା ହକି ଦଳ

ସେହିପରି ଟିମର କୋଚ ଜାନ୍ନକେ ସୋକ୍ପମ୍ୟାନ କଳିଙ୍ଗ ଷ୍ଟାଡିୟମରେ ଭାରତ ବିପକ୍ଷରେ ଖେଳିବାକୁ ଖେଳାଳି ଉତ୍ସୁକ ଥିବା କହିଛନ୍ତି। ଏଠାରେ ବହୁତ ହକି ଫ୍ୟାନ୍ସଙ୍କ ଭିଡ ଜମେ । ତାଙ୍କ ସମ୍ମୁଖରେ ଖେଳିବାକୁ ନେଇ ବେଶ୍‌ ଉତ୍ସାହିତ ଥିବା ମଧ୍ୟ ଜଣାଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 1 ଓ 2 ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅଲମ୍ପିକ ରେ ଅଂଶଗ୍ରହଣ ପାଇଁ ଶେଷ ଯୋଗ୍ୟତା ପ୍ରତିଯୋଗିତା।ଆଉ ଏଥିପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ମହିଳା ହକି ଟିମ।

Body:ବିଶ୍ୱ ମାନ୍ୟତାରେ 13ଶତମ ସ୍ଥାନରେ ଥିବା ଆମେରିକା ଆସନ୍ତା 1 ଓ 2 ତାରିଖ ରେ ଭାରତ ବିପକ୍ଷରେ ଖେଳିବ।ତେବେ ଏଥିପାଇଁ ସମସ୍ତ ଖେଳାଳି ଭଲ ଭାବେ ପ୍ରସ୍ତୁତି କରି ଆସିଥିବା ଟିମ ଅଧିନାୟିକା କ୍ୟାଥଲୀନ କହିଛନ୍ତି।ସେହିଭଳି ଟିମ କୋଚ ସ୍କୋପମ୍ୟାନ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଭାରତ ବିପକ୍ଷରେ ଖେଳିବାକୁ ଖେଳାଳିମାନେ ଉତ୍ସୁକ ଥିବା କହିଛନ୍ତି।କାରଣ ଉଭୟ ଟିମ ଅଲମ୍ପିକ ରେ ଭାଗ ନେବା ପାଇଁ ଏହା ଶେଷ ଯୋଗ୍ୟତା ମ୍ୟାଚ ହୋଇଥିବାରୁ ଏହାକୁ ଟିମ ହାଲୁକା ଭାବରେ ନେବ ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ
ବାଇଟ-ଅଧିନାୟିକା-କ୍ୟାଥଲିନ
ବାଇଟ-କୋଚ-ସୋକ୍ପମ୍ୟାନ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.