ETV Bharat / sports

ଟୋକିଓ ଅଲମ୍ପିକ 2020: ଶକ୍ତିଶାଳୀ ଟିମ ସହ ପୁଲ-ଏରେ ଭାରତ

2020 ହକି ଅଲମ୍ପିକ ପାଇଁ ମ୍ୟାଚସୂଚୀ ପ୍ରକାଶ ପ୍ରକାଶ ପାଇଛି । ଭାରତୀୟ ପୁରୁଷ ଟିମ ପୁଲ-ଏ ରେ ଡିଫେଣ୍ଡିଂ ଚମ୍ପିଆନ ଆର୍ଜେଣ୍ଟିନା, ବିଶ୍ବ ମାନ୍ୟତାର ନଂ1 ଟିମ ଅଷ୍ଟ୍ରେଲିଆ, ସ୍ପେନ, ନ୍ୟୁଜିଲାଣ୍ଡ ଓ ଜାପାନ ସହ ସ୍ଥାନ ପାଇଛି। ଅଧିକ ପଢନ୍ତୁ...

author img

By

Published : Dec 17, 2019, 9:47 PM IST

Updated : Dec 17, 2019, 10:01 PM IST

ଟୋକିଓ ଅଲମ୍ପିକ 2020
ଟୋକିଓ ଅଲମ୍ପିକ 2020

ନୂଆଦିଲ୍ଲୀ: 2020 ହକି ଅଲମ୍ପିକ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପ୍ରକାଶ ପାଇଛି। ଭାରତୀୟ ପୁରୁଷ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ସେହିପରି ମହିଳା ଟିମ ନେଦରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ।

Tokyo Olympics 2020
ଫଟୋ ସୌଜନ୍ୟ: twitter@TheHockeyIndia
Tokyo Olympics 2020
ଫଟୋ ସୌଜନ୍ୟ: twitter@TheHockeyIndia

ଭାରତୀୟ ପୁରୁଷ ଟିମ ପୁଲ-ଏ ରେ ଡିଫେଣ୍ଡିଂ ଚମ୍ପିଆନ ଆର୍ଜେଣ୍ଟିନା, ବିଶ୍ବ ମାନ୍ୟତାର ନଂ1 ଟିମ ଅଷ୍ଟ୍ରେଲିଆ, ସ୍ପେନ, ନ୍ୟୁଜିଲାଣ୍ଡ ଓ ଜାପାନ ସହ ସ୍ଥାନ ପାଇଛି। ଜୁଲାଇ 26ରେ ପୁରୁଷ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ 2ୟ ମ୍ୟାଚ ଓ ଜୁଲାଇ 28ରେ ସ୍ପେନ ବିପକ୍ଷରେ 3ୟ ମ୍ୟାଚ ଖେଳିବ। ଆର୍ଜେଣ୍ଟିନା ସହ ଜୁଲାଇ 30 ଓ ଆୟୋଜନ ଜାପାନ ସହ ଜୁଲାଇ 30ରେ ମ୍ୟାଚ ରହିଛି। ପୁରୁଷ ଟିମର କ୍ବାର୍ଟର ଫାଇନାଲ ଅଗଷ୍ଟରେ 2ରେ ଓ ସେମିଫାଇନାଲ ଅଗଷ୍ଟ 24ରେ ଖେଳାଯିବ। ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ମ୍ୟାଚ ଅଗଷ୍ଟ 6ରେ ଖେଳାଯିବ।

Tokyo Olympics 2020
ଭାରତୀୟ ପୁରୁଷ ହକି ଟିମ
Tokyo Olympics 2020
ଭାରତୀୟ ମହିଳା ହକି ଟିମ

ମହିଳା ଟିମ ପୁଲ-ଏରେ ନେଦରଲାଣ୍ଡ, ଜର୍ମାନୀ, ଗ୍ରେଟ ବ୍ରିଟେନ, ଆୟରଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ସ୍ଥାନ ପାଇଛି। 2ୟ ମ୍ୟାଚ ଜର୍ମାନୀ ସହ ଜୁଲାଇ 27 ଓ ପରେ ଜୁଲାଇ 29ରେ ଡିଫେଣ୍ଡିଂ ଚମ୍ପିଆନ ଗ୍ରେଟ ବ୍ରିଟେନକୁ ଭେଟିବ। ମହିଳା ଟିମର କ୍ବାର୍ଟର ଫାଇନାଲ ମୁକାବିଲା ଅଗଷ୍ଟ 3 ଓ ସେମିଫାଇନାଲ ଅଗଷ୍ଟ 5ରେ ଖେଳାଯିବ। ଅଗଷ୍ଟ 7ରେ ସ୍ବର୍ଣ୍ଣ ପଦକ ଓ ବ୍ରୋଞ୍ଜ ପଦକ ମ୍ୟାଚ ଖେଳାଯିବ।

Intro:ବାରବାଟି ଟିକେଟBody:ବାରବାଟି ଟିକେଟConclusion:
Last Updated : Dec 17, 2019, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.