ETV Bharat / sports

ଅଲମ୍ପିକ କ୍ବାଲିଫାୟାର ମ୍ୟାଚ, ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 1-0ରେ ଆଗୁଆ - ଭାରତ 1-0 ଗୋଲରେ ଆଗୁଆ

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 1-0 ଗୋଲରେ ଆଗୁଆ ରହିଛି ।

ଫଟୋ ସୌଜନ୍ୟ: twitter@TheHockeyIndia
author img

By

Published : Nov 1, 2019, 7:23 PM IST

ଭୁବନେଶ୍ବର: ଅଲମ୍ପିକ ଯୋଗ୍ୟତା ହାସଲ ପାଇଁ କଳିଙ୍ଗ ଷ୍ଟାଡିୟମରେ ଲଢେଇ ଆରମ୍ଭ ହୋଇଛି । ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା । ତେବେ 2ୟ କ୍ବାର୍ଟରର ଭାରତୀୟ ମହିଳା ହକି ଦଳ ଗୋଟିଏ ଗୋଲ ଦେଇ 1-0ରେ ଆଗୁଆ ରହିଛି । ଉଭୟ ଭାରତ ଓ ଆମେରିକାକୁ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଏହା ଗୋଲରେ ପରିଣତ ହୋଇନଥିଲା ।

hockey
ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚ, ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 1-0ରେ ଆଗୁଆ

ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଓଡିଆ ଝିଅ ଲିଲିମା ମିଞ୍ଜ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଛନ୍ତି ।

Intro:ଅଲମ୍ପିକ ଯୋଗ୍ୟତା ମ୍ୟାଚ ଆରମ୍ଭ।ଆମେରିକାକୁ ପ୍ରଥମ ଗୋଲ ଦେଲା ଭାରତ

Body:ଅଲମ୍ପିକ ଯୋଗ୍ୟତା ମ୍ୟାଚ ଆରମ୍ଭ।ଆମେରିକାକୁ ପ୍ରଥମ ଗୋଲ ଦେଲା ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.